CHARIDHAM

କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ନାବାଳିକା

ବାଲିଗୁଡ଼ା: କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ୫…

ୟୁଏଇ ନୁହେଁ.. ଏହି ଦେଶ ଏସିଆ କପ ୨୦୨୫ର ଅସଲି ଆୟୋଜକ

ନୂଆଦିଲ୍ଲୀ: ଏସିଆ କପ ୧୭ତମ ସଂସ୍କରଣର ଆରମ୍ଭ ୯ ସେପ୍ଟେମ୍ବରରୁ ୟୁଏଇରେ ହେବ । ଏଥର ଟୁର୍ଣ୍ଣାମେଣ୍ଟ ଟି୨୦ ଫର୍ମାଟରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ସମେତ ସମୁଦାୟ ୮ଟି ଟିମ ଏଥିରେ ଭାଗ ନେବେ । ଚଳିତ ଥର ଏସିଆ…

ହାଣ୍ଡିଛାଡ଼ ହୋଇଗଲା ଆରମ୍ଭ, ଜାଣନ୍ତୁ କେତେବେଳେ ଲାଗିବ ଚନ୍ଦ୍ରଗ୍ରହଣ, ଛାଡ଼ିବ ଏହି ସମୟରେ..

ଓଡ଼ିଶା ଭାସ୍କର: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ନୂଆଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଲକ୍ଷ୍ନୌ ହେଉଛି କିଛି ଲୋକପ୍ରିୟ ସହର…

ହସ୍ପିଟାଲକୁ ମିଳିଲା ବୋମାରେ ଉଡାଇଦେବାର ଧମକ, ହଇଚଇ

ମୁମ୍ବାଇ: ମୁମ୍ବାଇର ନାୟାର ହସ୍ପିଟାଲକୁ ବୋମା ଧମକ ମିଳିଛି। ହଠାତ୍ ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ନାୟାର ହସ୍ପିଟାଲର ଡିନ୍‌ଙ୍କ ଇମେଲ୍…

ଜାପାନ ପ୍ରଧାନମନ୍ତ୍ରୀ ଅଚାନକ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଶିଗେରୂ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ସେ ନିଜ ପାର୍ଟୀ ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼…

ଚନ୍ଦ୍ର ଗ୍ରହଣ ଦିନ ଏହି ୩ ରାଶିଙ୍କର ବଢିବ ମେଣ୍ଟାଲ ଷ୍ଟ୍ରେସ୍‌, ୬ ଘଣ୍ଟା ୪୧ ମିନିଟ ପର୍ଯ୍ୟନ୍ତ ରହିବେ ଭଦ୍ରା

ଓଡ଼ିଶା ଭାସ୍କର: ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଦିନ, ଆଦଳ ଯୋଗ ଏବଂ ଚନ୍ଦ୍ର ଗୋଚର ହେବା ସହ ଭାଦ୍ରର ଅଶୁଭ ଛାୟା ମଧ୍ୟ ପଡୁଛି। ଏଥିସହ ଚନ୍ଦ୍ରଗ୍ରହଣ ସହ,…

‘ଟିମ୍ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ..’, ବିଶ୍ୱ କପ ପୂର୍ବରୁ ଅଷ୍ଟ୍ରେଲିଆ ଟିମ କ୍ୟାପ୍ଟେନଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଧିନାୟିକା ଆଲିସା ହିଲି କହିଛନ୍ତି ଯେ, ତାଙ୍କ ଟିମ ଭାରତୀୟ ଉପମହାଦେଶରେ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ…

ବୁଲାଇବା ବାହାନାରେ ଡାକି ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ୮ ମାସ ପରେ ସତ ଜଣାପଡ଼ିଲା ଏମିତି..

ଭୁବନେଶ୍ୱର: ହତ୍ୟା ମାମଲା ପ୍ରତିଦିନ ଆସୁଥିବା ବେଳେ ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସନ୍ଦେହ କରି ଜଣେ ପ୍ରେମିକ ନିଜ ପ୍ରେମିକାର ଜୀବନ ନେଇଛି। ପୁଣି ଏହି…

ଟ୍ରମ୍ପଙ୍କର ତରଳିଲା ମନ, ଏହି ଜିନିଷଗୁଡ଼ିକ ଉପରୁ ହଟିଲା ରେସିପ୍ରୋକାଲ ଟାରିଫ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କରେ କିଛି ପରିବର୍ତ୍ତନ କରିଛନ୍ତି। ସେ କିଛି ସାମଗ୍ରୀକୁ ରେସିପ୍ରୋକାଲ ଟାରିଫରୁ ମୁକ୍ତ କରିଛନ୍ତି। ଯାହାର…

ଆଜି ବ୍ୟାଙ୍କ ଛୁଟି ନା ଖୋଲା? ଜାଣନ୍ତୁ ଇଦ୍‌-ଇ-ମିଲାଦ ଏବଂ ଗଣେଶ ଭସାଣି ପାଇଁ କେଉଁଠି ରହିବ ବନ୍ଦ

ନୂଆଦିଲ୍ଲୀ: ଆଜି ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିଛି। ଏହାର କାରଣ ଶନିବାର ନୁହେଁ ବରଂ ଈଦ୍-ଏ-ମିଲାଦ ଏବଂ ଗଣେଶ ଭସାଣି। ୬ ସେପ୍ଟେମ୍ବରରେ ଗଣେଶ ବିସର୍ଜନ ମହାରାଷ୍ଟ୍ରରେ ଏକ ବଡ଼ ପର୍ବ। ତେଣୁ, ଆଜି ବ୍ୟାଙ୍କ ବନ୍ଦ…