ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ, ଉଚ୍ଚଶିକ୍ଷାରେ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି । ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ…

ଅପରେଶନ “Black Forest”ରେ ୩୫ ନକ୍ସଲ ନିପାତ, ୨୧ ଦିନ ଧରି ଚାଲିଥିବା ସ୍ୱତନ୍ତ୍ର ଅଭିଯାନ

ବସ୍ତର: ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କୋରାଗୋଟାଲୁ ପାହାଡ଼ରେ ୨୧ ଦିନ ଧରି ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀ ୩୫ ଜଣ ନକ୍ସଲ ନିପାତ କରିବାରେ ସଫଳ ହୋଇଛନ୍ତି । ଅନେକ ନକ୍ସଲ ଶିବିର…

ବେଙ୍ଗ, ଝିଟିପିଟି ମଦ ବେଶୀ ସୁଆଦିଆ, ପଞ୍ଜାବରେ ବଢୁଛି ଏହାର ଆଦର

ପଟିଆଲା: ସରକାର ଅଧିକ ରାଜସ୍ୱ ଚାହୁଁଥିବାରୁ ପଞ୍ଜାବରେ ମଦର ମୂଲ୍ୟ ଆକାଶଛୁଆଁ ହେଉଛି, ତେଣୁ ଶସ୍ତା ମଦର ଚାହିଦା ବଢିଯାଇଛି । ମଙ୍ଗଳବାର ଦିନ ପଞ୍ଜାବର ଅମୃତସରର ଅନେକ ଗାଁରେ ବିଷାକ୍ତ ମଦ ପିଇ 21 ଜଣଙ୍କର ମୃତ୍ୟୁ…

ପାକ୍ ମନ୍ତ୍ରଣାଳୟ ପଠାଇଲା ଚିଠି! ସିନ୍ଧୁ ଚୁକ୍ତି ଉପରେ ପୁନଃବିଚାର କରିବାକୁ ପାକିସ୍ତାନର ଗୁହାରି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଚୁକ୍ତିକୁ କେନ୍ଦ୍ର ସରକାର ସ୍ଥଗିତ ଘୋଷଣା କରିବାପରେ ଏବେ ଚୁକ୍ତି ସମ୍ପର୍କରେ ପୁନଃବିଚାର କରିବାକୁ ପାକିସ୍ତାନ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ଚିଠି…

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକ ମୃତ । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ନରେନ୍ଦ୍ର ପୋଖରୀରେ ବୁଡ଼ିଯିବା ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ…

ବିବାହକୁ ନେଇ ଚିନ୍ତିତ କିମ୍ବା ଭୟଭୀତ ହେବା ଏକ ରୋଗ, ଜଣନ୍ତୁ ଏହା ସମ୍ପର୍କରେ ଅଧିକ…

ଓଡ଼ିଶା ଭାସ୍କର: ବିବାହର ଏହି ଭୟ, ଦୀର୍ଘକାଳୀନ ପ୍ରତିବଦ୍ଧତାର ଭୟକୁ 'ଗାମୋଫୋବିଆ' କୁହାଯାଏ। ଏହା କେବଳ କୌଣସି ଭୟ ନୁହେଁ, ଏହା ଏକ ପୂର୍ଣ୍ଣାଙ୍ଗ ଭୟ। ଅନେକ ଲୋକ ବିଭିନ୍ନ କାରଣରୁ ଏଥିରେ ସଂଘର୍ଷ କରନ୍ତି। ତୁମେ…

ପାକିସ୍ତାନ ଆତଙ୍କବାଦୀ ମସୁଦକୁ କରିବ କୋଟିପତି, ଶେହବାଜ ଦେବେ ୧୪ କୋଟି

କରାଚୀ: ସୁଧୁରୁନି ପାକିସ୍ତାନ; ବିଦେଶରୁ ଋଣ ଆଣି ପୁଣି ଆତଙ୍କବାଦ ବଢ଼ାଇବାକୁ ଅଣ୍ଟାଭିଡ଼ିଲେଣି ଶେହେବାଜ ସରକାର । ଭାରତର ଅପରେଶନ୍ ସିନ୍ଦୂରରେ ପାକିସ୍ତାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ବାବଦକୁ…

ଭାରତ ଉପରେ ଆକ୍ରମଣବେଳେ ପାକିସ୍ତାନକୁ ସାହାଯ୍ୟ କଲା ତୁର୍କୀ, ୩୫୦ରୁ ଅଧିକ ଡ୍ରୋନ୍ ସାଙ୍ଗକୁ ନିଜ ସାମରିକ ଅଧିକାରୀ ପଠାଇଲା

ନୂଆଦିଲ୍ଲୀ: ଜାତୀୟ ଗଣାମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ଅପରେସନ ସିନ୍ଦୁରର ଏକ ଅଂଶ ଭାବରେ ଦୁଇ ଜଣ ତୁର୍କୀ ସାମରିକ କର୍ମୀଙ୍କୁ ହତ୍ୟା କରାଯାଇଥିଲା, ଯାହା ଦର୍ଶାଏ ଯେ ତୁର୍କୀ କେବଳ ପାକିସ୍ତାନକୁ ୩୫୦ ରୁ…

ମାତ୍ର ୩ ବର୍ଷ ବୟସରେ ହୋଇଥିଲା ଏସିଡ୍ ମାଡ଼: ଚେହେରା ବିଗିଡ଼ିଯିବା ସହ ଦୃଷ୍ଟିଶକ୍ତି ହରାଇଥିଲେ କାଫି

ଚଣ୍ଡୀଗଡ଼: ଏସିଡ୍ ଦ୍ୱାରା ପୋଡ଼ି ଯିବା କିପରି ଅନୁଭବ ହୁଏ ତାହା କଳ୍ପନା କଲେ ଆପଣଙ୍କ ଆତ୍ମା ​​ଥରି ଉଠିବ, କିନ୍ତୁ 'କାଫି' ନାମକ ଜଣେ ଝିଅ ମାତ୍ର ତିନି ବର୍ଷ ବୟସରେ ଏସିଡ୍ ଆକ୍ରମଣର ସମ୍ମୁଖୀନ ହୋଇଥିଲା। ଏହି…

ବିରାଟ, ରୋହିତଙ୍କ A+ କଣ୍ଟ୍ରାକ୍ଟ ବଳବତ୍ତର, ସୂଚନା ଦେଲା BCCI

ନୂଆଦିଲ୍ଲୀ: ବିରାଟ, ରୋହିତଙ୍କୁ ମିଳିଥିବା ଏ ପ୍ଲସ୍ କଣ୍ଟ୍ରାକ୍ଟ ବଳବତ୍ତର ରହିବ । ଉଭୟେ ଟି-ଟ୍ୱେଣ୍ଡି ଓ ଟେଷ୍ଟରୁ ସନ୍ୟାସ ସତ୍ତେ୍ୱ ଏ ପ୍ଲସ୍ କଣ୍ଟ୍ରାକ୍ଟରେ ରହିବେ । ଏ ନେଇ ସୂଚନା ଦେଲେ ବିସିସିଆଇ ସମ୍ପାଦକ…