ଦେଖନ୍ତୁ (Video) ଅତି ଚତୁରତାର ସହିତ କିପରି ପାକିସ୍ତାର ସେନା ପୋଷ୍ଟ ଉଡ଼ାଉଛନ୍ତି ଭାରତୀୟ ବୀର ଯବାନ
ସେନା ଶେୟାର କଲା ଭିଡିଓ । ଆତଙ୍କବାଦ ବିରୋଦୀ ଲଢ଼େଇରେ ମୁହଁତେରାଡ ଜବାବ୍ ଦେଉଛି ଭାରତ ।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଲୋକଙ୍କୁ ଏହାର ସୂଚନା ଦେବାରେ କୌଣସି କସରତ ଛାଡ଼ୁ ନାହାନ୍ତି ସେନା । ଗତକାଲି…