ପାକିସ୍ତାନ ଉପରକୁ ଏୟାର ଷ୍ଟ୍ରାଇକ୍ ଭିତରେ ମୋଦିଙ୍କ ବିଦେଶ ଗସ୍ତ ବାତିଲ୍
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ସିନ୍ଦୁର ଅପରେଶନ ପରେ ମୋଦି ବିଧେଶ ଗସ୍ତ ବାତିଲ କରିଛନ୍ତି । ଆସନ୍ତା ଦିନରେ ମୋଦି ୟୁରୋପ ଯିବାକୁ ଥିବାବେଳେ ଏହି ଗସ୍ତକୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।…