ସୁଟିଂ ବନ୍ଦ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନାନା ପାଟେକର, ଖରାପ ଅଭ୍ୟାସ ପାଇଁ ଭୋଗିବାକୁ ପଡ଼ିଥିଲା ବଡ଼ ବିପଦ
ମୁମ୍ବାଇ: ବଲିଉଡର ମଲ୍ଟି ଟ୍ୟାଲେଣ୍ଟେଡ୍ ଆକ୍ଟର ନାନା ପାଟେକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ସେ ଏକାଧିକ ରୋଗରେ ଏବେ ଆକ୍ରାନ୍ତ ।
ଏକ ଫିଲ୍ମର ସୁଟିଂବେଳେ ତାଙ୍କ ଦେହ ଏତେମାତ୍ରାରେ ଖରାପ…