Big Breaking: ରାଜନୈତିକ ପିଚରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ କେଦାର, ବିଜେପିର ହାତ ଧରିଲେ ଏହି IPL ଖେଳାଳି
ପୁଣେ: ପୂର୍ବତନ କ୍ରିକେଟର କେଦାର ଯାଦବ ଭାରତୀୟ ଜନତା ପାର୍ଟିରେ ହେଲେ ସାମିଲ । କିଛିଦିନ ହେବ କେଦାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
କିନ୍ତୁ ମଙ୍ଗଳବାର ଦିନ କେଦାର ବିଜେପିରେ ସାମିଲ ହୋଇ…