Breaking News Breaking: ଆସନ୍ତା ୪୮ ଘଣ୍ଟାରେ ବଦଳିବ ରାଜ୍ୟର ପାଗ; ରୁହନ୍ତୁ ସତର୍କ Jyotirmayee Apr 6, 2025 ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ବିଭିନ୍ନ…
Breaking News ଅନ୍ତରାଳରେ ରହି କେହିଜଣେ ଦଳ କାର୍ଯ୍ୟ କରୁଥିବା ସନ୍ଦେହ ହେଉଛି: ପ୍ରସନ୍ନ ଆଚାର୍ଯ୍ୟ Jyotirmayee Apr 6, 2025 ଭୁବନେଶ୍ୱର: ୱକଫ୍ ବିଲ୍ ବାବଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ସସ୍ମିତ ବବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ବିଦେଶ ଗସ୍ତରୁ ଫେରି ସେ ସ୍ପଷ୍ଟ କଲେ ଜଣାପଡ଼ିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ…
Breaking News ଶାବଳରେ ଆକ୍ରମଣ କଲା ପୁଅ… ବାପା ମୃତ, ମା’ ଜୀବନ-ମୃତ୍ୟୁ ସହ କରୁଛି ସଂଘର୍ଷ Jyotirmayee Apr 6, 2025 ସମ୍ବଲପୁର: ସମ୍ବଲପୁର ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଘଟିଯାଇଛି ଅଭାବନୀୟ ଘଟଣା । ସୈତାନ ପୁଅ ଶାବଳରେ ବାପା-ମା’ଙ୍କୁ ଆକ୍ରମଣ କରିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।…
ଖବର ଦେଖନ୍ତୁ (Video) ରାମଲଲାଙ୍କ ସୂର୍ଯ୍ୟ ତିଲକର ଅପୂର୍ବ ଦୃଶ୍ୟ, ଲାଭହେବ ରାମଙ୍କ କୃପା, ମିଳିବ ଦିବ୍ୟ ଅନୁଭୂତି Jyotirmayee Apr 6, 2025 ଅଯୋଧ୍ୟା: ଉତ୍ତର ପ୍ରଦେଶ ରାମଜନ୍ମ ଭୂମି ଅଯୋଧ୍ୟାର ଭବ୍ୟ ରାମଲଲାଙ୍କ ମସ୍ତକରେ ଝଟକିଲା ସୂର୍ଯ୍ୟ ତିଲକ । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାମ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଛି । ଏବସରରେ…
Breaking News Breaking: ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକ ସଭା ମୁଲତବୀ: ସରିଲା ବଜେଟ୍ ଅଧିବେଶନ Jyotirmayee Apr 4, 2025 ନୂଆଦିଲ୍ଲୀ: ସଂସଦରେ ସରିଲା ବଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୩୧ ଜାନୁୟାରୀରେ ଆରମ୍ଭ…
ଦେଶ ଦେଖନ୍ତୁ (Video) ପାଳୁଥିଲେ ବିବାହ ବାର୍ଷିକୀ ହୋଇଗଲେ ବିଧବା, ସ୍ତ୍ରୀ ସାଙ୍ଗରେ ନାଚିଲାବେଳେ ହେଲା ହାର୍ଟ ଆଟାକ୍ Jyotirmayee Apr 4, 2025 ବରେଲି: ଉତ୍ତର ପ୍ରଦେଶ ବରେଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାହା ଖୁସିକୁ ଶୋକରେ ବଳାଇଦେଇଛି । ବରେଲିର ଜଣେ ଜଣାଶୁଣା ବ୍ୟବସାୟୀ ବସିମ ୨୫ତମ ବିବାହ ବାର୍ଷିକୀ ପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରିଥିଲେ ।…
ଦେଶ Breaking: କାଲି ପୱନ ହଂସରେ ହେବ ‘ଭାରତ କୁମାର’ଙ୍କ ଅନ୍ତିମ ସଂସ୍କାର, ପୁଅ କୁନାଲ ଦେଲେ ସୂଚନା Jyotirmayee Apr 4, 2025 ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାରଙ୍କ ଶେଷକୃତ୍ୟ ଆସନ୍ତା କାଲି କରାଯିବ । ମନୋଜ କୁମାରଙ୍କ ବିୟୋଗ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୁରଣୀୟ କ୍ଷତି । ମୁମ୍ବାଇରେ ମନୋଜଙ୍କ ଶେଷକୃତ୍ୟ କରାଯିବ…
Top Stories ଅଲୋଡ଼ା ମେଘନାଦ ପାଚେରୀ ମଗରମୁଖ, ଭକ୍ତଙ୍କ ମହଲରେ ତୀବ୍ର ନିନ୍ଦା Jyotirmayee Apr 4, 2025 ପୁରୀ: ଶ୍ରୀମନ୍ଦିର ନାଳ ମରାମତି ପାଇଁ ମେଘନାଦ ପାଚେରୀ ମଗରମୁଖକୁ ଭାଙ୍ଗିଦିଆଯାଇଛି । ମଗରମୁଖକୁ ଭାଙ୍ଗିବା ସହ ତାକୁ ଫିଙ୍ଗିଦିଆଯାଇଛି । ଯାହାକୁ ନେଇ ଭକ୍ତଙ୍କ ଗହଣରେ ତୀବ୍ର ନିନ୍ଦା କରାଯାଇଛି । ମେଘନାଦ…
Breaking News Breaking: ବିଜେଡି MP ସସ୍ମିତ ପାତ୍ର ୱକଫ୍ ବିଲକୁ କଲେ ସମର୍ଥନ, ଜାତୀୟ ଗଣମାଧ୍ୟମରେ ରଖିଲେ ପ୍ରତିକ୍ରିୟା Jyotirmayee Apr 4, 2025 ନୂଆଦିଲ୍ଲୀ: ଓଡ଼ିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ ପାତ୍ର । ବିଜେଡି ପ୍ରଥମେ ବିଲ୍ ବିରୋଧରେ ଭୋଟ ଦେବ ବୋଲି…
Breaking News Breaking: ପ୍ରସୂତୀକୁ ନେଇ ଗଲାବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର, ୨ ଗୁରୁତର Jyotirmayee Apr 4, 2025 ଟିଟିଲାଗଡ଼: ଆମ୍ବୁଲାନ୍ସରେ ପ୍ରସୂତୀଙ୍କୁ ନେଇ ଯିବାବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଏମସିଏଚ୍ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ଫାଟିଲା । ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ସୂଚନା ।…