୮ ବର୍ଷର ପିଲାକୁ ସ୍କୁଲ ହଷ୍ଟେଲରେ ରାଗିଂ, ଲୁହା ରଡରେ ପିଟି ଦେହ-ହାତ କାଟି ଦେଇଛନ୍ତି

ଉଦଳା: ଚତୁର୍ଥ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ର ସେହି ସ୍କୁଲର କୁନି ପିଲାକୁ ରାଗିଂ କରିଥିବା ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଲ ହଷ୍ଟେଲରେ ୮ ବର୍ଷର ପିଲାକୁ ରାଗିଂ…

ଟ୍ରମ୍ପଙ୍କ ଟାରିଫ୍ ନିବେଶକଙ୍କୁ କରୁଛି ଗରିବ, ମାତ୍ର ୧୦ ସେକେଣ୍ଡରେ ୨ ଲକ୍ଷ କୋଟିର କ୍ଷତି

ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ଦ୍ୱାରା ରାତାରାତି ଭାରତ ଉପରେ ଲଗାଯାଇଥିବା ୨୭% ଟାରିଫ ଭାରତୀୟ ଶେୟାର ନିବେଶକଙ୍କୁ ଗରିବ କରିଦେଇଛି । ମାତ୍ର ୧୦ ସେକେଣ୍ଡରେ ୧.୯୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଯାଇଛି । ବିଏସଇ…

Breaking: ସକାଳୁ ସକାଳୁ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଆହତ

ଅନୁଗୁଳ: ଅନୁଗୁଳରେ ସକାଳୁ ସକାଳୁ ଏନକାଉଣ୍ଟର କରିଛି ପୋଲିସ । କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରାଯାଇଛି । ତାଳଚେରର ସ୍କଟଲାଣ୍ଡପୁର ଜଙ୍ଗଲରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା । ଗୁରୁତର…

Breaking: ଜାଳ ପାଇଁ ଚାଲିଗଲା ପ୍ରାଣ, ସାନ ଯାଆ ମାଡ଼ରେ ବଡ଼ ଯାଆ ମୃତ

ଦେବଗଡ଼: ଜାଳ ପାଇଁ ବଡ଼ ଯାଆକୁ ମାରିଦେଲା ସାନ ଯାଆ । ଦେବଗଡ଼ ଥାନା ନୀଳବେର୍ଣ୍ଣି ସାହିରେ ଘଟିଛି ଏହି ଅଭାବନୀୟ ଅଘଟଣ । ଜାଳ ପାଇଁ ଦୁଇ ଯାଆଙ୍କ ଭିତରେ ଯୁକ୍ତଭକ୍ତ ହେବା ପରେ ଦୁହେଁ ପିଟାପିଟି ହୋଇଥିଲେ । ଯାହାପରେ…

ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ ବଢ଼ାଇବ ଦରବୃଦ୍ଧି ଚିନ୍ତା, ଟାରିଫ ପାଇଁ ବଢ଼ିବ ଏହି ସବୁ ଜିନିଷର ଦାମ୍

ୱାଶିଂଟନ୍: ମୂଦ୍ରାସ୍ଫିତି ସହିତ ଲଢ଼େଇ କରୁଥିବା ଆମେରିକା ଖୁବ୍ ଜଲଦି ଜାଣିପାରିବ, ଦେଶବାସୀଙ୍କୁ କେଉଁ ସବୁ ଜିନିଷ କିଣିବାପାଇଁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି । କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨…

Breaking: ରାତିସାରା ଚାଲିଲା ବଜେଟ ଅଧିବେଶନ, ଶୋଇ ନାହାନ୍ତି ମନ୍ତ୍ରୀ-ବିଧାୟକ

ଭୁବନେଶ୍ୱର:  ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ । ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ୨୮ ଟି କାର୍ଯ୍ୟ…

Breaking: ବିଶ୍ୱବିଦ୍ୟାଳୟ ସଂଶୋଧିକ ବିଲ୍ ପାରିତ, ଗୃହରେ ରାତିସାରା ହେଲା ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ଭୋର ୪ଟା ୨୯ ମିନିଟରେ ବିଲ୍ ବିଧାନସଭାରେ ପାରିତ ହୋଇଥିବା ସୂଚନା । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା…

ଲୋକସଭାରେ ୱକଫ୍ ବିଲ ପାସ୍, ସପକ୍ଷରେ ୨୮୮ ବିପକ୍ଷରେ ୨୩୨ ଦେଲେ ମତ

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ୱକଫ୍ (ସଂସୋଧନ) ବିଲ୍ ବୁଧବାର ପାରିତ ହୋଇଛି । ଦୀର୍ଘ ୧୨ ଘଣ୍ଟାର ଆଲୋଚନା ପରେ ଲୋକସଭାରେ ୱକଫ୍ ବିଲରେ ମୋହର ଲାଗିଛି । ସମ୍ବିଧାନ ଏବଂ ମୁସଲମାନଙ୍କ ଅଧିକାର ଉପରେ ଜବର ଦଖଲ…

ଭଉଣୀକୁ ବିଧବା କଲା ଭାଇ, ବଜାର ଉପରେ ଭିଣୋଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ଶଳା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ବିଭତ୍ସ ହତ୍ୟାକାଣ୍ଡ । ଭିଣୋଇକୁ ବଜାର ଉପରେ ହାଣିଦେଲା ଶଳା । ବାଲିପାଟଣା ଥାନା ନର୍ଦା ବଜାର ଉପରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଧାରୁଆ ଛୁରୀରେ ଶଳା ଆକ୍ରମଣ…

Breaking: ଝିଅକୁ ପିଟି ଦରମାରା କରିବା ପରେ ନିଜକୁ ଶେଷ କରିଦେଲେ ବାପା, ଝିଅସୁସ୍ଥ ହେଲାବେଳକୁ ପାଖରେ ନଥିବେ…

ଚାନ୍ଦବାଲି: ବାଂଶଡ଼ା ଥାନା ତୋଟାପଡ଼ା ଜେନାସାହିରେ ଘଟଣା ସାମ୍ନାକୁ ଆସିଛି । ଅଷ୍ଟମ ଶ୍ରେଣୀରେ ପଡ଼ୁଥିବା ଝିଅକୁ ମାଡ଼ ମାରି ଜୀବନ ହାରିଛନ୍ତି ବାପା । ଝିଅର ଅବସ୍ଥା ଗୁରୁତର ଥିବା ଜଣାପଡିଛି ; ସ୍ଥାନୀୟ…