ଦେଖନ୍ତୁ (Video) ବାପରେ ଏ ଆଖି କ’ଣ ଦେଖୁଛି! ICUରୁ ହଗିଜ୍ ପିନ୍ଧି ଜୀବନ ବିକଳେ ଦୌଡ଼ିଲେ ରୋଗୀ

ଭୋପାଳ: ସୋସିଆଲ ମିଡିଆରେ ନାନା ରକମର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରସାର ହେଉଥିବା ଭିଡିଓ କିଛିମାତ୍ରାରେ ମନୋରଞ୍ଜନର ଖୋରାକ ଯୋଗାଉଥିବାବେଳେ ଆଉ କିଛି ଚିନ୍ତାରେ ପକାଇଦିଏ । ମଧ୍ୟ ପ୍ରଦେଶରୁ ଏମିତି ଏକ…

Breaking: କୋରାପୁଟରେ ପ୍ରିୟଙ୍କା ଚୋପ୍ରା ଜୋନାସ୍, ରାଜାମୌଲିଙ୍କ ଫିଲ୍ମରେ କରିବେ ଅଭିନୟ

କୋରାପୁଟ: କୋରାପୁଟ ସେମିଳିଗୁଡ଼ାରେ ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ପାଇଁ ପ୍ରିୟଙ୍କା ଓଡ଼ିଶା ଆସିଥିବା ଜଣାପଡ଼ିଛି । ସେମିଳିଗୁଡ଼ାର ଏକ…

Breaking: ବିଧାନସଭାରେ ଉତପାତ୍ କଲେ ତାରା, ଭାଙ୍ଗିଦେଲେ ସୁରମାଙ୍କ ମାଇକ୍

ଭୁବନେଶ୍ୱର: ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା । ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା…

(Video) ଆମ୍ବୁଲାନ୍ସକୁ ୧୦୦ମିଟର ଘୋଷାଡ଼ିନେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଗଲେ ୮ ଜଣ

ରାୟଗଡା: ରାୟଗଡାରୁ କୋରାପୁଟ ଯାଇଥିବା କେଆର ରେଳ ଲାଇନର କଞ୍ଜାମଯୋଡି ନିକଟରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି। ତେବେ ଆମ୍ବୁଲାନ୍ସରେ ଥିବା ଆଶା ଦିଦିଙ୍କ ସହ ୮ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…

ICC ଚାମ୍ପିୟନ୍ସ ଟ୍ରଫି ଜିତିଲା ପରେ କହିଁକି ପିନ୍ଧନ୍ତି ଧଳା କୋଟ୍, ଆସନ୍ତୁ ଜାଣିବା ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଭାରତ ନିଜ ନାଁରେ କରିଛି । ରବିବାର ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା । ମ୍ୟାଚ୍ ସରି ସରି ଆସିଲାବେଳକୁ…

ବଢ଼ୁଛି କୁଷ୍ଠ ରୋଗୀଙ୍କ ସଂଖ୍ୟା, ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୨୦୦୬-୦୭ରେ ରାଜ୍ୟରେ ୫୦୮୮ କୁଷ୍ଠ ରୋଗୀ ଥିଲେ । ୨୦୧୮-୧୯ରେ…

Breaking: ଲେଡି ବ୍ଳାକମେଲର ହଂସିତାକୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର: ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ଜାମିନ୍ । ଭୁଲ ତଥ୍ୟ ଦେଇ ପାସପୋର୍ଟ କରିଥିବା ମାମଲାରେ ମିଳିଲା ଜାମିନ । ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । ସହଯୋଗୀ…

ରାଜ୍ୟରୁ ବିଦା ହେବେ ବାଂଲାଦେଶୀ, STF ଗଠନ କଲା ସ୍ପେଶାଲ ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ପାଇଁ ଅଣ୍ଟା ଭିଡିଛି ଏସଟିଏଫ୍ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍ । ଏ ନେଇ ସୂଚନା ଦେଇଛନ୍ତି, ଏସଟିଏଫ୍ ଡିଆଇଜି…

Breaking: ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା! ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର: ପୋଲରୁ ଡେଇଁପଡ଼ିଲେ ମହିଳା । ଚାଉଁରପୁର ଦ୍ୱିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା । ଉଦ୍ଧାର କାର୍ଯ୍ୟରେ ପୋଲିସ, ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି । ମହିଳାଙ୍କ ମିଳିନି ପରିଚୟ, କାହିଁକି ପୋଲି…

ଦିଗପହଣ୍ଡିରେ ଫୁଟିଲା ବୋମା, ପୋଲିସ ପକ୍ଷରୁ ତଦନ୍ତ ଜାରି

ଦିଗପହଣ୍ଡି: ଗଂଜାମ  ଦିଗପହଣ୍ଡି ଗୋକର୍ଣ୍ଣପୁର ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ଏକ ଔଷଧ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ…