Breaking: ଦରଦାମ୍ ବଢ଼ିବା ଯୋଗୁ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ପ୍ରମିଳାଙ୍କ ଦାବି
ଭୁବନେଶ୍ୱର: ସାଂସଦଙ୍କ ପରେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି । ବିଧାନସଭାରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ଏଥିସହ ପୂର୍ବତନ ବିଧୟକଙ୍କ ପେନସନ ବୃଦ୍ଧି ପାଇଁ ମଧ୍ୟ ବିରୋଦୀ ବାଦି…