ବାଟରେ ଜଗି ବସିଥିଲା ଯମ… ମାତ୍ର ୫ ମିନିଟରେ ଆଖିବୁଜିଲେ ଗୋଟିଏ ପରିବାରର ୬ ଜଣ

ଭୋଜପୁର: ପ୍ରୟାଗରାଜରୁ କୁମ୍ଭ ସ୍ନାନ ସାରି ପାଟଣା ଫେରିବାବେଳେ ବଡ଼ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ବଡ଼ ଥିଲା ଯେ,ମାତ୍ର ୫ ମିନିଟରେ ଘଟଣାସ୍ଥଳରେ ହିଁ ପରିବାରର ୬ ଜଣ ସଦସ୍ୟ ଆଖିବୁଜିଦେଇଛନ୍ତି ।…

Breaking: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା ‘ଦୃଢ଼ ଆତ୍ମବିଶ୍ୱାସ ସହ ପରୀକ୍ଷା ଦିଅ’

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା । ସିଏମ କହିଲେ, ଚାପମୁକ୍ତ ହୋଇ ସକରାତ୍ମକ ମନୋଭାବ ସହ ପରୀକ୍ଷା ଦିଅ । ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେଇ ଉତ୍ତମ ପ୍ରଦର୍ଶନ…

Breaking: ପରୀକ୍ଷା କେନ୍ଦ୍ରକୁ ଗଲାବେଳେ ଓଲଟିପଡ଼ିଲା ଛାତ୍ରଙ୍କୁ ନେଇ ଯାଉଥିବା ଗାଡ଼ି, ସାଇକେଲ ଆରୋହୀଙ୍କ ମୃତ୍ୟୁ

ରାଜନଗର: ପରୀକ୍ଷା ଦେବାକୁ ଯିବା ସମୟରେ ଘଟିଲା ବଡ଼ ଦୁର୍ଘଟଣା । ରାଜନଗରରେ ମାଟ୍ରିକ ଛାତ୍ରଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ । ୧୧ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି । କୃଷ୍ଣନଗର ଛକଠାରେ ବୋଲେରୋ…

Breaking: କଲେଜ ଯିବା ସ୍ୱପ୍ନ ରହିଗଲା ଅଧା… ମାଟ୍ରିକ୍ ପରୀକ୍ଷା ଦିନ ଛାତ୍ରଙ୍କ ଅକାଳ ମୃତ୍ୟୁ

ସୋର: ପରୀକ୍ଷା ଦେବାକୁ ବାହାରିଥିଲେ ଛାତ୍ର । କଲେଜ ଯିବା ସ୍ୱପ୍ନ ପୂରା ହୋଇପାରିଲା ନାହିଁ । ପରୀକ୍ଷା ଯିବାକୁ ବାହାରିଥିବା ଛାତ୍ର ହଠାତ୍ ଟଳିପଡ଼ିଲେ । ବାଲେଶ୍ୱର ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ୍…

Breaking: ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲା ଅମୃତ ଅନ୍ନ, ଗୋବିନ୍ଦ ଭୋଗ ଓ ଝିଲ୍ଲୀର ହେବ ବ୍ୟବହାର

ପୁରୀ: ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଲା ଜୈବିକକ ଚାଳଉରେ ପ୍ରସ୍ତୁତ ଅନ୍ନ । ମହାପ୍ରଭୁଙ୍କଠାରେ ଲାଗି ହେଲା ଅମୃତ ଅନ୍ନ । ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ନିକଟରେ ଅମୃତ ଅନ୍ନ ଲାଗି ହୋଇଛି । ୫ ପ୍ରକାର ଜୈବିକ…

ମାତୃଭାଷାରେ ହେବ ପାଠପଢ଼ା, ନିଯୁକ୍ତ ହେବେ ନୂଆ ଶିକ୍ଷକ, ତିଆରି ହେବ ନୂଆ ଶ୍ରେଣୀଗୃହ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି (ଏନଇପି) ଅନୁସାରେ, ମାତୃଭାଷାରେ ଶିକ୍ଷାଗ୍ରହଣ କଲେ ଶିଶୁର ବୌଦ୍ଧିକ ବିକାଶ ହୁଏ । ଜ୍ଞାନ ବୃଦ୍ଧି ପାଏ । ଅନ୍ୟ ଭାଷା ଶିଖିବା ପାଇଁ ମଧ୍ୟ ଏହି ମାତୃଭାଷା ସୁଯୋଗ ଦିଏ । ରାଜ୍ୟରେ…

ଅଳ୍ପକେ ବଞ୍ଚିଗଲା ସୌରଭ ଗାଙ୍ଗୁଲିଙ୍କ ଜୀବନ, ଦ୍ରୁତଗାମୀ ଟ୍ରକ ଆସି ପିଟିହେଲା ଗାଙ୍ଗୁଲିଙ୍କ କାରରେ

କୋଲକାତା: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହା ଯେ, ଏତେ…

କଠୋର କଟକଣାରେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ପରୀକ୍ଷା କେନ୍ଦ୍ରକୁ LIVE ଦେଖିବ ବୋର୍ଡ

କଟକ: ଆଜିଠୁ ଆରମ୍ଭ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷା ୯ଟାବେଳେ ଆରମ୍ଭ ହେବ । LIVE…

Breaking: ରୋହିତ ବାହିନୀର ସାନଦାର ବିଜୟ: ଶୁଭମନଙ୍କ ଧୂଆଁଧାର ବ୍ୟାଟିଂ ଖୋଲିଲା ବିଜୟପଥ

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ । ୨୨୯ ଟାର୍ଗେଟକୁ ୪ ୱିକେଟ ହରାଇ ୪୬.୩ ଓଭରରେ ହାସଲ କଲା ଲକ୍ଷ୍ୟ ।…

ବୋବେଇଲା ବୋଲି କେସ୍ ଖାଇଲା ଗଞ୍ଜା, ମାଲିକ ପାଇଲେ ଦଣ୍ଡ

ଥିରୁଭାନନ୍ତପୁରମ: ଦିନ ପ୍ରତିଦିନ କିଛି ଅଜବ ଘଟଣା ସବୁ ଆମ ନଜରକୁ ଆସେ । ଯେମିତି କେରଳରେ ଘଟିଥିବା ବିଚିତ୍ର ଘଟଣା ବିଷୟରେ ଏବେ ସମସ୍ତଙ୍କ ମୁହଁରେ ଚର୍ଚ୍ଚା । ନିଦ ଭାଙ୍ଗିଦେଉଥିଲା: କେରଳର ପାଥନାମଥିଲା ଜିଲାରେ…