ଅଟକିଯାଇଛି ବୟସ କଣ୍ଟା… ୩୯ ବର୍ଷୀୟା ଜେଜେ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ସାଂଘାଇ: ମାତ୍ର ୩୯ ବର୍ଷୀୟା ଜେଜେ ମା’ଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ । ଚୀନର ଅନହୁଇ ପ୍ରୋଭିଏନ୍ସର ସୁଜହୋଉରେ ରୁହନ୍ତି ଏହି ଜେଜେ ମା । ମାସକର ଛୁଆକୁ ପୋପୁ ବୋତଲରେ କ୍ଷୀର ପିଆଉ ଥିବାର ଏକ ଭିଡିଓ ଭାଇରାଲ…