ଚାକିରି ମିଳିଲାନି କିନ୍ତୁ ଇଜ୍ଜତ ଲୁଟିନେଲେ… ଓଡ଼ିଆ ମହିଳାଙ୍କୁ ବଳାତ୍କାର କଲେ ବିହାରୀ ଶ୍ରମିକ, ନାବାଳକ ବି ଛାଡ଼ିଲାନି…
ତିରୁପୁର: ତାମିଲନାଡ଼ୁ ତିରୁପୁରରେ ଓଡ଼ିଆ ମହିଳାଙ୍କୁ କରାଯାଇଛି ଗଣବଳାତ୍କାର । ପୁଅ ଓ ସ୍ୱାମୀ ଆଗରେ ମହିଳାଙ୍କ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି ।
ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର…