ଝିଅ ଆଖି ଆଗରେ ମା’କୁ ମାରି ଟାଙ୍ଗିଦେଲା ବାପା, କୁନି ହାତରେ ଚିତ୍ର ଆଙ୍କି କଲା ଖୁଲାସା
ଝାନ୍ସି: ମା’ର ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇଲାକ କୁନି ଝିଅ । ଉତ୍ତର ପ୍ରଦେଶ ଝାନ୍ସିର ପଞ୍ଚବଟୀ ଶିବ ପରିବାର କଲୋନୀର ଘଟଣା । ସୋମବାର ୨୭ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଯାହାକୁ ଶାଶୁଘର…