Breaking: ପରିବାର ଉଜାଡ଼ିଦେଲା ମୋ ବସ୍, ଝିଅ ପରେ ମା’ ବୁଜିଲା ଆଖି

ଭୁବନେଶ୍ୱର: ମୋ ବସ୍ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖିବୁଜିଲେ । ଏମ୍ସରେ ପ୍ରାଣ ହରାଇଲେ ରାଜକୁମାରୀ ପ୍ରଧାନ । ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ…

ଫର୍ମକୁ ଫେରିଛନ୍ତି ରୋହିତ… କ୍ୟାପ୍ଟେନଙ୍କ ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିବ ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା । କିନ୍ତୁ ବାରବାଟୀେରେ ଇଂଲଣ୍ଡ ବିରୋଧରେ ଶତକ ବନେଇ ରୋହିତ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଚାମ୍ପିଅନ୍…

ବିଜୁଳି ବିଭାଗରେ ଚାକିରି ଚାହୁଁଛନ୍ତି କି… ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଭାସ୍କର: ବିଜୁଳି ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେଶନ ଲିମିଟେଡ୍ ତରଫରୁ ଆସିଷ୍ଟାଣ୍ଟ ଲାଇନ ମ୍ୟାନ୍ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ଏ…

୧୮ ବର୍ଷ ପରେ ମାୟାବୀ ଗ୍ରହ ବଦଳାଇବ ସ୍ଥାନ, ଚମକିବ ଏହି ରାଶିର ଭାଗ୍ୟ

ଓଡ଼ିଶା ଭାସ୍କର: ମାୟାବୀ ଗ୍ରହ ରାହୁ ମୀନ ରାଶିରୁ କୁମ୍ଭ ରାଶିର ଗୋଚର କରିବାକୁ ଯାଉଛି । ୪ ରାଶି ଉପରେ ଏହାର ଭଲ ପ୍ରଭାବ ପଡ଼ିବ । ପାଖାପାଖି ୧୮ ବର୍ଷ ପରେ ରାହୁ ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।…

Breaking: ସକାଳୁ ସକାଳୁ ଥରିଲା ଦିଲ୍ଲୀ, ଘର ଛାଡ଼ି ପଳାଇଲେ ଲୋକେ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ସମୟ ପ୍ରାୟ ୫ଟା ୩୬ରେ ଏନସିଆର ବାସିନ୍ଦା ଭୂକମ୍ପ ଝଟକା ଅନୁଭବ କରିଛନ୍ତି । ୪ ମାଗନିଚ୍ୟୁଟ ତୀବ୍ରତା ବିଶିଷ୍ଟ ଭୂକମ୍ପର…

ଅନୁଭବ ଆଉ ମୁଁ ଏକ ପରିବାର… ବର୍ଷାଙ୍କ ସହ କଥା ହେବା ପାଇଁ କରିଥିବା ଉଦ୍ୟମରେ ମୁଁ ଫେଲ ମାରିଥିଲି

ଭୁବନେଶ୍ୱର: ଅନୁଭବ ଆଉ ମୁଁ ୱିଆର୍ ଫ୍ୟାମିଲି ବୋଲି କହିଲେ ନ୍ୟୁଜ୍ ଚ୍ୟାନେଲ ଆଙ୍କର ତଥା ଲେଖିବା ଜାଗୃତି ଶୁକ୍ଳା । ଓଲିଉଡ୍ ଷ୍ଟାର ଅନୁଭବଙ୍କ ଜୀବନୀ ଉପରେ ବହି ଲେଖି ଚର୍ଚ୍ଚାରେ ଜାଗୃତି । ଅନୁଭବଙ୍କ ଜୀବନୀ…

Breaking: ଉଚିତ୍ ଜବାବ୍ ଦେଲା ଭାରତ… LOCରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ଜମ୍ମୁକଶ୍ମୀର: ଭାରତୀୟ ପୋଷ୍ଟ ଉପରକୁ ପାକିସ୍ତାନ ସେନାର ଆକ୍ରମଣ । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଛି । କୌଣସି ଭାରତୀୟ ଯବାନ ମୃତାହତ ହୋଇନାହାନ୍ତି । ୩ ଦିନ ପୂର୍ବେ ଏଲଓସିରେ ଅସ୍ତ୍ରବିରତି…

Breaking: CCL UPDATE- ପ୍ରଥମ ମ୍ୟାଚରେ ବାଜିମାରିଲା ପଞ୍ଜାବ ଟିମ୍

କଟକ: ସେଲିବ୍ରିଟି କ୍ରିକେଟ୍ ଲିଗର ପ୍ରଥମ ମ୍ୟାଚରେ ବାଜି ମାରିଛି ପଞ୍ଜାବ ଟିମ୍ । ଆଜି କଟକ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟଚରେ ଜିତିଲା ପଞ୍ଜାବ ଟିମ୍ । ଭୋଜପୁରୀ…

ଜୟଲଳିତାଙ୍କ ସମ୍ପତ୍ତିରେ ଥିଲା ଝିଆରୀଙ୍କ ନଜର, କିନ୍ତୁ କୋର୍ଟ ଶୁଣେଇଦେଲେ ଏତେ ବଡ଼ ନିଷ୍ପତି

କର୍ଣ୍ଣାଟକ: ତାମିଲନଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସୁନା ଗହଣାକୁ ନେଇ ଏବେ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜୟଲଳିତାଙ୍କ ଜବତ ୨୭ କେଜି ସୁନା ଏବଂ ୧,୧୧୬ କେଜିର ରୁପା ଅଳଙ୍କାର ଏବେ କାହାପାଖରେ ଅଛି…

ଜାରି ହେଲା IPL ମ୍ୟାଚ ସୂଚୀ… ପ୍ରଥମ ଦିନରେ ମୁହାଁମୁହିଁ ହେବେ KKR-RCB, ପଢନ୍ତୁ ସମ୍ପୂର୍ଣ ମ୍ୟାଚ ସୂଚୀ

ଓଡ଼ିଶା ଭାସ୍କର:  ଆଇପିଏଲ ମହାସମର ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଆଜି ପୂରା ମ୍ୟାଚ ସୂଚୀ ଜାରି କରାଯାଇଛି । ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ କୋଲକାତା - ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଓପନିଂ ମ୍ୟାଚ…