Breaking: ଭୂପେଶଙ୍କ ଘରୁ ଫେରିଲାବେଳେ ଇଡି ଗାଡ଼ି ଉପରେ ପଥର ମାଡ଼, କଂଗ୍ରେସ କହିଲା ଷଡ଼ଯନ୍ତ୍ର
ରାୟପୁର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଡ଼ି ଉପରକୁ ଢେଲାମାଡ଼ ହୋଇଛି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଆଜି ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସାରି ଫେରିଲାବେଳେ ଇଡି ଗାଡ଼ି…