Breaking: କାହିଁକି ମ୍ୟାଚ୍ ଅଧାରୁ ଲାଇଟ୍ ବନ୍ଦ ହେଲା? ଏତିକି ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡିଆଇ ମ୍ୟାଚ୍ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ…