୮୬୫ ଖଣ୍ତ କାଠରେ ତିଆରି ହେବ ୩ ରଥ, ଏବେ ସୁଦ୍ଧା ପୁରୀ ପହଂଚିଛି ୧୦୧ କାଠ (video)
ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ରଥଯାତ୍ରା ପାଇଁ ରଥକାଠର ହେବ ଅନୁକୂଳ । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି ଧଉରା କାଠ…