Lamborghini Urus Se କାର ଘରକୁ ଆଣିଲେ ରୋହିତ୍, ଗାଡ଼ି ନମ୍ବରରେ ଲୁଚି ରହିଛି ୩ ରହସ୍ୟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରୋହିତ ଶର୍ମା ଏକ ଲାମ୍ବୋର୍ଗିନ କାର (ଲାମ୍ବୋର୍ଗିନି ଉରୁସ୍ ସେ) କିଣିଛନ୍ତି, ଯାହା ଦେଖିବାକୁ ବହୁତ ସୁନ୍ଦର। କିନ୍ତୁ ପ୍ରଶଂସକଙ୍କ ନଜର ଏହି କାରର ନମ୍ବର ପ୍ଲେଟ୍ ଉପରେ ଲାଗି…