ଘାଟିରୁ ୨୦୦ ଫୁଟ୍ ତଳକୁ ଖସିଲା CRPF ଯବାନଙ୍କ ଗାଡ଼ି: ୨ ଯବାନ ସହୀଦ୍, ୧୨ ଜଣ ଗୁରୁତର
ଜମ୍ମୁ: ଜମ୍ମୁ-କଶ୍ମୀର ଉଧମପୁରରେ ଘଟିଛି ବଡ଼ ଦୁର୍ଘଟଣା । ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆପିଏଫ୍) ଯବାନଙ୍କ ଗାଡ଼ି ଘାଟିରୁ ୨୦୦ ଫୁଟ୍ ତଳକୁ ଖସିଯାଇଛି ।
ଦୁର୍ଘଟଣାରେ ୨ ଜଣ ଯବାନଙ୍କ ମୃତ୍ୟୁ…