(Video) ଅଜଗର ସହ ସେଲଫି ନେଉଥିଲେ ଯୁବକ, ଚୁମା ଦେଇଦେଲା ସାପ ଆଉ ତା’ପରେ….
ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଏକ ଅଜଗର ସହିତ ସେଲଫି ନେବାକୁ ଚେଷ୍ଟା କରି ନିଜକୁ ବଡ଼ ବିପଦରେ ପାଇଯାଉଛନ୍ତି। ଏହି ବିପଦପୂର୍ଣ୍ଣ ମୁହୂର୍ତ୍ତକୁ କ୍ୟାମେରାରେ କଏଦ…