ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୁବନେଶ୍ୱର ସମେତ ୭ ସ୍ଥାନରେ ଭିଜିଲାନ୍ସ ଟିମର ଚଢ଼ାଉ

କେନ୍ଦୁଝର: କେନ୍ଦୁଝର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଏହି ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବହୁ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ…

ସ୍ୱପ୍ନ ହେଲା ସତ… ଲାଇଟ୍-କ୍ୟାମେରାରୁ ଦୂର ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ଏମିଲି

ୱାଶିଂଟନ: ଏମଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାନପିକାରୁ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ଏମିଲି କାଲାଣ୍ଡି୍ରଆ । ମହାକାଶ ଯାତ୍ରା କରୁଥିବା ମହିଳାଙ୍କ ମଧ୍ୟରୁ ଏମିଲି ୧୦୦ତମ ମହିଳା । ଜେଫ୍ ବେଜୋସଙ୍କ…

(video) ଯେତେବେଳେ ରକ୍ଷକ ସାଜେ ଭକ୍ଷକ…! ନମାଜ୍ ପାଠବେଳେ ଯୁବକଙ୍କୁ ଗୋଇଠା…. ଧକ୍କା ଦେଇ ଗାଡ଼ି ତଳକୁ ପକେଇଦେଲେ

ଇସଲାମାବାଦ୍: କିଛିଦିନ ହେବ ପାକିସ୍ତାନ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କାରଣ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକ୍ ଇ. ଇସଲମାନ (ପିଟିଆଇ)ର ସମର୍ଥକ ଏବେ ରାଜରାସ୍ତାରେ । ଇମ୍ରାନଙ୍କୁ ଜେଲରୁ ବାହାର କରିବା ଦାବି…

ଝାଡ଼ଖଣ୍ଡରୁ ଆସି ବଡବିଲରେ ଲୁଚିଥିଲା, ଖବର ପାଇ ଉଠାଇ ଆଣିଲା ପୋଲିସ

ଭୁବନେଶ୍ୱର: ଲବଣଗିରିରେ ଚେନ ଝାମ୍ପିବାବେଳେ ମହିଳାଙ୍କ ମୃତୁ୍ୟ ଘଟଣା । ମୋଷ୍ଟ ୱାଣ୍ଟେଡ୍ ଲୁଟେରାକୁ ବାନ୍ଧିଲା ପୋଲିସ । ଝାଡ଼ଖଣ୍ଡରୁ ଖସିଆସି ବଡ଼ବିଲରେ ଲୁଚିଥିବା ସୂଚନା । ଖବର ପାଇ ଲୁଟେରାକୁ ଉଠାଇ ଆଣିଲା…

ଲାଞ୍ଚ ନେବା ପଡ଼ିଲା ଭାରି ! ARTOଙ୍କ ଘରେ ଚଢ଼ାଉ, ୮୨ ହଜାର ଟଙ୍କା ଜବତ

ବ୍ରହ୍ମପୁର: ଟଙ୍କା ମାଗିବା ଅଭିଯୋଗରେ ARTO, ଜୁନିୟର MVI ଅଟକ । ଲାଞ୍ଚ କାରବାର ଅଭିଯୋଗରେ ୩ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗୋଳନ୍ଥରା ଗିରିସୋଲାଠାରେ ଏନଏଚ ୧୬ରେ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଥିଲା ।…

ବାପରେ କି ଚାପୁଡ଼ା….! ଫୁଲ ସହିତ ମୋବାଇଲ ବାଜିଲା ବାବାଙ୍କ ମୁହଁରେ, ଗାଲ ଆଉଁସି ଆଉଁସି ଚାଲିଲେ ବାଟ

ଲକ୍ଷ୍ନୌ: ବାଗେଶ୍ୱର ଧାମ ପୀଠ ମୁଖ୍ୟ ତଥା ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼ ହୋଇଛି । ଉତ୍ତର ପ୍ରଦେଶରେ ଆୟୋଜିତ ହିନ୍ଦୁ ଏକତା ଯାତ୍ରା ଅବସରରେ ଏ ଘଟଣା ଘଟିଥିବା ଜଣାପଡ଼ିଛି । ବାବାଙ୍କ…

୫ ମାସରେ ମଲେଣି ୪୦ ହାତୀ, କୁମ୍ଭୀର ଆକ୍ରମଣରେ ଗଲାଣୀ ୨୨ ଜୀବନ….

ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀ ମୃତୁ୍ୟ ନେଇ ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାଜ୍ୟରେ ୫ ମାସରେ ୪୦ ହାତୀ ଆଖିବୁଜିଥିବାବେଳେ ହାତୀ ମୃତୁ୍ୟ ଅଭିଯୋଗରେ ୨୬ ଜଣଙ୍କୁ…

ଗଣତନ୍ତ୍ରର ଜନନୀ ଭାରତ, ରାଷ୍ଟ୍ର ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକଙ୍କ ସହଯୋଗ ଲୋଡ଼ା…

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦ ଭବନରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କସାବକୁ ଧରିବାରେ ୯ ବର୍ଷ ଝିଅର ଥିଲା ବଡ଼ ଭୂମିକା, ଏବେବି ୨୬/୧୧ ଆଟାକ୍ ଲାଗେ ଏକ ଦୁଃସ୍ୱପ୍ନ!

ନୂଆଦିଲ୍ଲୀ: ନଭେମ୍ବର ୨୬ , ୨୦୦୮ ମସିହା ମୁମ୍ବାଇ ଆଟାକକୁ କେହି କେବେ ଭୁଲି ପାରିବେ ନାହିଁ । କାରଣ ସେଦିନର ଭୟଙ୍କର ଚିତ୍ର ସବୁ ଏବେବି ମନରେ ବସାବାନ୍ଧି ରହିଛି । ଘଟଣାକୁ ମନେପକେଇଲେ ଲୋକଙ୍କ ଚିକ୍ରାର, ଯନ୍ତ୍ରଣା…

ଭାରତ ମୁକାଳିପାରିବ ଚିହ୍ମୟଙ୍କୁ ! ହିନ୍ଦୁଙ୍କ ଉପରେ ହତ୍ୟାଚାରକୁ ବିରୋଧ କରି ବନ୍ଧାହେଲେ ସନ୍ଥ, ଲାଗିଲା ଦେଶଦ୍ରୋହ ଅଭିଯୋଗ

ଢାକା: ବାଂଲାଦେଶର ମାହୋଲ ଏବେ ପୁରା ସରଗରମ । ଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇବାରୁ ଚିନ୍ମୟ ପ୍ରଭୁଙ୍କୁ ବାନ୍ଧି ନେଇଛି ପୋଲିସ । ଯାହାପରେ ରାଜଧାନୀ ଢାକାରେ ଅଣାୟତ୍ତ ସ୍ଥିତି…