(Breaking) ମାଇନ୍ସ କମ୍ପାନୀର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ, ଟିକସ ପାଙ୍କିଥିବା ଅଭିଯୋଗ

ଭୁବନେଶ୍ୱର: ମାଇନ୍ସ କମ୍ପାନୀରେ ବଡ଼ ଧରଣର ରେଡ୍ । ଏସ୍.ଏନ୍ ମହାନ୍ତି ଗ୍ରୁପ୍ର ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଜୋଡ଼ା, ବଡ଼ବିଲ ଏବଂ ରାଜଧାନୀ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ…

ପୃଥିବୀର ଅକ୍ଷ ୮୦ ସେ.ମି. ଢଳିଯାଇଛି, ବଢୁଛି ସମୁଦ୍ରପତନ…. ଭୂତଳ ଜଳସ୍ତରରେ ପରିବର୍ତ୍ତନ ମୁଖ୍ୟ କାରଣ

ସିଓଲ: ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର (୩୧.୫ ଇଞ୍ଚ ) ଢଳିଛି । ଏ ସମ୍ପର୍କିତ ଏକ ରିପୋର୍ଟ ସିଓଲ ଜାତୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ…

(Breaking) ୪ ମନ୍ଦିରରୁ ସିରିଜ୍ ଚୋରୀ, ଠାକୁରଙ୍କ ଅଳଙ୍କାର ସାଙ୍ଗକୁ ଦାନ ବାକ୍ସ ନେଇ ଚମ୍ପଟ…

ଭଦ୍ରକ: ଭଦ୍ରକରେ ଏକକାଳୀନ ୪ଟି ମନ୍ଦିରରୁ ଚୋରୀ ଘଟଣା ସାମ୍ନାକୁ ଆସିଛି । ୨୮ ନମ୍ବର ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଏହି ସିରିଜ୍ ଚୋରୀ ହୋଇଛି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନ ବାକ୍ସ ଏବଂ ଅନ୍ୟ ସମାଗ୍ରୀ…

ଗୃହରେ ୫ ମାସର ଉପଲବ୍ଧି ରଖିବେ ସରକାର, ସେପଟେ ଶାସକଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଚଳିତ ଶୀତ ଅଧିବେଶନ ବେଶ୍ ସରଗରମ ହେବା ନେଇ ଆଲୋଚନା ହେଉଛି ।…

ଅଡିର ନୂଆ ଲୋଗୋ ଲୋକଙ୍କୁ ଆସୁନି ପସନ୍ଦ, ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କମ୍ପାନୀ କହିଲା ନିଷ୍ପତ୍ତି ପଛର କାରଣ…

ବର୍ଲିନ: ଜର୍ମାନ କାର୍ ନିର୍ମାଣକାରୀ କମ୍ପାନୀ ଅଡି ନିଜ ଆଇକନିକ୍ ଲୋଗୋରେ ପରିବର୍ତ୍ତନ କରିଛି । ଚାରି ଗୋଲାକୃତିକୁ ସଂଯୋଗ କରି ଥିବା ପ୍ରତୀକରେ କମ୍ପାନୀ କରିଛି ପରିବର୍ତ୍ତନ । ବିନା ଲୋଗୋରେ କେବଳ କ୍ୟାପିଟାଲ…

ରାମ ଗୋପାଳଙ୍କ ଘରେ ପୋଲିସ ରେଡ୍, ଗିରଫ ଡରରେ ଫେରାର୍ ଅଛନ୍ତି ଫିଲ୍ମ ନିର୍ମାତା!

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ବିବାଦୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଜଣାଯାଉଥିବା ରାମ ଗୋପାଳ ବର୍ମାଙ୍କ ଅଡୁଆ ବଢ଼ିଯାଇଛି । କେଉଁ ମୁହୂର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ । ସୋମବାର…

ରାଜସ୍ଥାନ ଭୂଇଁରେ ଫଳିବ ସୁନା, ଖଣି ଖନନ ପାଇଁ କମ୍ପାନୀ ଜମା କଲା ୧୦୦ କୋଟି

ଜୟପୁର: ରାଜସ୍ଥାନରେ ଫଳିବ ସୁନା । ରାଜ୍ୟର ଆଦିବାସୀ ଅଞ୍ଚଳରୁ ସବୁଠୁ ବଡ଼ ଏକ ହଜାର ଟନ୍ ସୁନା ଖଣି ଠାବ କରାଯାଇଛି । ମାଇନିଂ ବିଭାଗ ପକ୍ଷରୁ ନିଲାମ ଆରମ୍ଭ ହୋଇଯାଇଛି । ବାଂସବାଡାର ୯.୪ ଗର୍ବ କିଲୋମିଟରରେ ୨୨୨.୩୯…

ଇମ୍ରାନଙ୍କ ଲାଗି ଲଢ଼ୁଛନ୍ତି ସ୍ତ୍ରୀ ବିଶରା ବିବି, ଇସଲାମାବାଦ ଘେରାଉ ପିଟିଆଇ ସମର୍ଥକଙ୍କ ଚାଲ

ଇସଲାମାବାଦ୍: ଇସଲାମାବାଦରେ ଲକଡାଉନ । ରାସ୍ତା ପାଙ୍କାପଡ଼ିଛି, ଗାଡ଼ି,ମଟର ପ୍ରାୟତଃ ବନ୍ଦ । ପ୍ରତିଟି ଗଳି କନ୍ଧିରେ ପୋଲିସ ଧାଡ଼ିବାନ୍ଧି ଛିଡ଼ା ରହିଛି । ସେପଟେ ରାଜଧାନୀ ଇସଲାମାବାଦ୍ ମୁହାଁ ହୋଇଛନ୍ତି ପାକିସ୍ତାନର…

କ୍ୟାନସର ସହିତ ସଂଗ୍ରାମ କରୁଛନ୍ତି ବ୍ରିଟେନ୍ ରାଜା, ଚିକିତ୍ସା ପାଇଁ ଭାରତ ଆସିବେ ଚାର୍ଲ୍ସ ଓ କାମିଲା

ଲଣ୍ଡନ: ଭାରତ ଆସିବେ ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ ଏବଂ ରାଣୀ କାମିଲା । ଏ ନେଇ ବ୍ରିଟିଶ ମିଡିଆ ପକ୍ଷରୁ ଖବର ପ୍ରକାଶ ପାଇଛି । ଭାରତ ଆସିବା ସହ ସେ ବାଂଲାଦେଶ ଓ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା…

(video) ବର ନା ମାଙ୍କଡ଼! ଚଳନ୍ତା ଗାଡ଼ି ଝରକାରେ ପଶି ଚୋରକୁ ଧରିଲେ, ଛଡ଼େଇ ଆଣିଲେ ୧୦୦ ଟଙ୍କିଆ ମାଳ

ମିରଟ: ବର୍ତ୍ତମାନ ସମୟରେ ଖବରକାଗଜ କି ନ୍ୟୁଜ୍ ଚ୍ୟାନେଲରୁ ଯେତିକି ଘଟଣା ଲୋକଲୋଚନକୁ ଆସୁନି ତା’ଠାରୁ ଅଧିକ ଘଟଣା ସୋସିଆଲ ମିଡିଆରେ ଉପଲବ୍ଧ । ଯାହା ଉଭୟ ଆଶ୍ଚର୍ଯ୍ୟ ଓ ମନୋରଞ୍ଜନ କଲାଭଳି ଘଟଣା । ଏମିତି ଏକ ଭିଡିଓ…