CHARIDHAM

Indian Blue Armyର ଖେଳ ଦେଖି ପାକିସ୍ତାନ ତାଟକା: କାମ ଦେଲା ସୂର୍ଯ୍ୟକୁମାର ଯାଦବଙ୍କ ଷ୍ଟ୍ରାଟେଜି, ଘାତକ ବୋଲରଙ୍କୁ ଭୁରି ଭୁରି ପ୍ରଶଂସା

ଦୁବାଇ: ଭାରତ ଏସିଆ କପ୍ 2025କୁ ଧମାକାଦାର ଭାବରେ ଆରମ୍ଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ UAEକୁ ପରାସ୍ତ କରି ଅନ୍ୟ ଦଳଗୁଡ଼ିକୁ ଏକ ଦୃଢ଼ ବାର୍ତ୍ତା ଦେଇଛି।…

ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା: ଥରିଲାଣି ଟ୍ରମ୍ପଙ୍କ ଛାତି; ଆମେରିକାରେ ରାଷ୍ଟ୍ରୀୟ ଶୋକ,ହ୍ୱାଇଟ୍ ହାଉସରେ ବ୍ୟାପକ…

ୱାଶିଂଟନ: ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ…

ମାଧୁରୀ, ଜୁହିଙ୍କୁ Kiss କରିବାକୁ ଡରୁଥିଲେ ଏହି ସୁପରଷ୍ଟାର, ଶେଷରେ ମଦ ପିଇ କଲେ ସିନ୍, ଜାଣନ୍ତୁ କିଏ ଏହି ଷ୍ଟାର୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲା ତାଙ୍କ ସମୟରେ ବଡ଼ ପରଦାରେ ରାଜ କରିଥିଲେ। ଯେତେବେଳେ ମାଧୁରୀ ହିନ୍ଦୀ ସିନେମାରେ ପାଦ ଦେଇଥିଲେ, ସେତେବେଳେ ସେ ସମୟର ବଡ଼ ବଡ଼…

Asia Cup 2025ର ପ୍ରଥମ ମ୍ୟାଚ ପରେ ନଜର ପକାନ୍ତୁ Point Table ଉପରେ, ଆଜି ଖାତା ଖୋଲିବ ଗ୍ରୁପ୍ ‘A’

ଦୁବାଇ: ଏସିଆ କପ୍ 2025 ଆଫଗାନିସ୍ତାନ ବନାମ ହଂକଂ ମ୍ୟାଚ୍ ସହିତ ଆରମ୍ଭ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ରେ ଆଫଗାନିସ୍ତାନ 94 ରନରେ ଏକ ବଡ଼ ବିଜୟ ହାସଲ କରିଛି। ଆଜମତୁଲ୍ଲା ଓମାରଜାଇଙ୍କୁ…

(Video) “ଲୋକ ବାଡ଼ି ଧରି ମୋ ପଛରେ ଦୌଡ଼ିଲେ, ଆଉ ମୁଁ…” ନେପାଳରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ କାନ୍ଦିଲେ ମହିଳା

କାଠମାଣ୍ଡୁ: ନେପାଳରେ Gen-Z ବିରୋଧ ପ୍ରଦର୍ଶନ ସମୟରେ ପୋଖରାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଭାରତୀୟ ମହିଳା ମୋଦି ସରକାରଙ୍କ ଠାରୁ ସାହାଯ୍ୟ ମାଗିଥିବାର ଦେଖାଯାଇଛି। ମହିଳା ଜଣକ ଦାବି କରିଛନ୍ତି…

ସାବଧାନ! କଟକ ଜିଲ୍ଲାରେ ବଡ଼ ଧରଣର ଚଢ଼ାଉ: ବାହାର କ୍ଷୀରରେ ମିଶୁଛି ଲୁଣ, ପାଉଡର ଏବଂ କେମିକାଲ୍

କଟକ: ଲୋକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା । ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ | ମାଡି ବସିଲା ପୋଲିସ | ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର…

ଚା’ କଲାବେଳେ ଆଗ କ’ଣ ପକାଇବେ, ପତି ନା କ୍ଷୀର? ୯୦ % ଲୋକେ ଭୁଲ୍ କରୁଛନ୍ତି, ଜାଣନ୍ତୁ ସଠିକ୍ ଉପାୟ

ଓଡିଶା ଭାସ୍କର: ସକାଳେ ଉଠିବା ମାତ୍ରେ ପ୍ରଥମେ କପେ ଗରମ ଚା' ଦରକାର ପଡେ । ମନକୁ ସତେଜ କରିବା ଠାରୁ ଥକାପଣ ଦୂର କରିବା ପର୍ଯ୍ୟନ୍ତ, ଚା ଆମ ଜୀବନଶୈଳୀର ଏକ ଅଂଶ ପାଲଟିଛି। ଅଫିସକୁ ଯିବା ସମୟରେ ହେଉ କିମ୍ବା…

ସାହେବ… ମୁଁ ମୋ ଭଉଣୀର ପ୍ରେମିକକୁ ହତ୍ୟା କରିଛି, ମୋତେ ଗିରଫ କର…ମାୟାନଗରୀର ଲୋମଟାଙ୍କୁରା ହତ୍ୟାକାଣ୍ଡ

ମୁମ୍ବାଇ: ମୁମ୍ବାଇର ମାଲାୱାନୀ ଅଞ୍ଚଳରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 21 ବର୍ଷୀୟ ଆଶିଷ ଶେଟ୍ଟି ତାଙ୍କ ଭଉଣୀର ପ୍ରେମିକନୀତିନ ସୋଲାଙ୍କିଙ୍କୁ ବାଡ଼ିରେ ପିଟି ହତ୍ୟା କରିଛନ୍ତି। ହତ୍ୟା…

ସାନଦାର ବିଜନେସ୍: ମାତ୍ର ୫୦୦୦ ଟଙ୍କାରେ ଖୋଲନ୍ତୁ ମିନି ପୋଷ୍ଟ ଅଫିସ୍, ମାସକୁ ମାସ କରନ୍ତୁ ମୋଟା ଅଙ୍କର ଆୟ

ନୂଆଦିଲ୍ଲୀ: ଯଦି ଆପଣ ବହୁତ ଦିନ ଧରି ଏପରି ଏକ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛନ୍ତି ଯାହା ପାଇଁ ଅଧିକ ଟଙ୍କା ଆବଶ୍ୟକ ନାହିଁ ଏବଂ ଭଲ ଆୟ ମଧ୍ୟ ପ୍ରଦାନ କରେ, ତେବେ ଭାରତୀୟ ଡାକ କିମ୍ବା ପୋଷ୍ଟ ଅଫିସ ଫ୍ରାଞ୍ଚାଇଜ୍…

ହାଇ ଆଲର୍ଡରେ ଅଫିସର… ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ…