ଦଳିତ ଯୁବକଙ୍କୁ ଲଣ୍ଡା କରି ପରିସ୍ରା ପିଆଇଦେଲେ ସାଙ୍ଗ, ଓଲଟା ଟଙ୍ଗେଇ ୩ ଘଣ୍ଟା ପିଟିଲେ
ଫରିଦାବାଦ: ସୋମବାର ସନ୍ଧ୍ୟାରେ ଫରିଦାବାଦର ବଲ୍ଲଭଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୮ ବର୍ଷୀୟ ଦଳିତ ଯୁବକଙ୍କୁ ୩ ଘଣ୍ଟା ଧରି ବନ୍ଧକ ରଖାଯାଇ ନିର୍ମମ ଭାବରେ ମାଡ଼ ମରାଯାଇଛି ।…