(Video) ପାଇଲଟ୍ ସୁମିତଙ୍କ ଶେଷ ଦର୍ଶନ: ୮୦ ବର୍ଷୀୟ ବାପା ହେଲେ ବିଭୋର, ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଛି ମୃତ ପାଇଏଟ୍ ସୁମିତ ସଭାରୱାଲଙ୍କ ମରଶରୀର । କାସ୍କେଟରେ ସୁମିତଙ୍କ ଅବଶେଷ ଆଜି ସକାଳେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି । ସୁମିତଙ୍କ ଶେଷ ଦର୍ଶନ ପାଇଁ…

ସାବଧାନ୍! Wash Roomରେ ଫୋନ୍ ବ୍ୟବହାର କଲେ ଦେଖାଯିବ କୋଷ୍ଠକାଠିନ୍ୟ ସମସ୍ୟା ସାଙ୍ଗକୁ ବଢ଼ିବ ପେଟ ରୋଗ

ମୁରାଦାବାଦ: ଯଦି ଆପଣଙ୍କର ମଧ୍ୟ ୱାଶରୁମରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ। ଆପଣଙ୍କୁ ସମୟ ମଧ୍ୟରେ ଏହି ଅଭ୍ୟାସ ଛାଡିବାକୁ ପଡିବ। ଏହି ଅଭ୍ୟାସ ଆପଣଙ୍କୁ କୋଷ୍ଠକାଠିନ୍ୟ ସହିତ…

ବର୍ଷାରେ ଜୁଡ଼ୁବୁଡ଼ୁ ହେବ ଦେଶ , ସୃଷ୍ଟି ହେଲା ୨ଟି ଲଘୁଚାପ

ଭୁବନେଶ୍ୱର: ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ହେଲା ସୃଷ୍ଟି । ଦକ୍ଷିଣ ଗୁଜୁରାଟ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ…

ଯାନ୍ତ୍ରୀକ ତ୍ରୁଟି ଜଣାପଡ଼ିବା ପରେ ବିମାନରୁ ଦୌଡ଼ିଲେ ଲୋକେ, କୋଲକାତାରେ କଲା ଜରୁରୀ ଅବତରଣ

କୋଲକାତା: ଏୟାର ଇଣ୍ଡିଆ ବିମାନରେ ପୁଣିଥରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରୀକ ତ୍ରୁଟି ଦେଖାଯିବା କାରଣରୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ । ବାମ ପାଶ୍ୱର୍ ଇଞ୍ଜିନରେ ଦେଖିବାକୁ…

ନାଇଟ୍ ସିପ୍ଟ ଯୋଗୁ ମହିଳାଙ୍କଠାରେ ବଢ଼ିଲାଣି ଏହି ସାଂଘାତିକ ରୋଗ, ଜାଣନ୍ତୁ ଏହାପଛର କାରଣ

ଓଡିଶା ଭାସ୍କର: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ରାତିରେ କାମ କରୁଥିବା ମହିଳାମାନଙ୍କଠାରେ ଦିନରେ କାମ କରୁଥିବା ମହିଳାଙ୍କ ତୁଳନାରେ ଶ୍ୱାସରୋଗର ଆଶଙ୍କା ଅଧିକ ଥାଏ। ଏହି ଅଧ୍ୟୟନରେ 2,74,541 ଜଣଙ୍କୁ ସାମିଲ…

ଜି-୭ ସମ୍ମିଳନୀ ପାଇଁ କାନାଡାରେ ପ୍ରଧାନମନ୍ତ୍ରୀ, ବିମାନବନ୍ଦରରେ ମୋଦିଙ୍କ ଭବ୍ୟ ସ୍ୱାଗତ

ଓଟାୱା: କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୈଲଗରୀରେ ମୋଦଙ୍କର ହେଲା ଭବ୍ୟ ସ୍ୱାଗତ । ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଆଜିଠାରୁ ଆରମ୍ଭ ହେବ ସମ୍ମିଳନୀ, ଯାହା ୨ ଦିନ…

ଝିଅମାନେ କ’ଣ ପାଇଁ ଡେରିରେ ଦିଅନ୍ତି ମେସେଜର ଉତ୍ତର, ଜାଣନ୍ତୁ ଏହାପଛର ରହସ୍ୟ

ଓଡିଶା ଭାସ୍କର: ଅନେକ ସମୟରେ ପୁଅମାନେ ଚିନ୍ତାରେ ରୁହନ୍ତି, ଝିଅମାନେ ଲେଟ ମେସେଜ୍ କଣ ପାଇଁ କରନ୍ତି । ସେ ରାଗିକି ଏମିତି କରନ୍ତି କି ଅନ୍ୟ କିଛି? କିନ୍ତୁ ପ୍ରତ୍ୟେକ ଥର ବିଳମ୍ବରେ ଉତ୍ତର ଦେବା ଜରୁରୀ ନୁହେଁ ।…

(Video) Sexy ଭାଉଜଙ୍କୁ ଘାରିଛି ଫେମସ ହେବାର ନିଶା, ମଇଁଷି ଉପରେ ଶୋଇ ଏମିତିଆ କରୁଛନ୍ତି ରିଲ୍ସ, ଲୋକେ ଦେଖି କାବା

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଭାବୀ ଏକ ମହିଷର ପିଠିରେ ଶୋଇଥିବାର ଦେଖାଯାଉଛି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଏହାକୁ ନେଇ ଭିନ୍ନ…

ଗୁପ୍ତ ନବରାତ୍ରୀ ପୂଜା କରିବ ସବୁ ମନସ୍କାମନା ପୂରା, ଜାଣନ୍ତୁ ଏହାର ବିଧି

ଓଡିଶା ଭାସ୍କର: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରଥମ ଗୁପ୍ତ ନବରାତ୍ରି ଆଷାଢ଼ ଶୁକ୍ଳ ପକ୍ଷ ପ୍ରତିପଦଠାରୁ ନବମୀ ତିଥି ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ବର୍ଷ ଆଷାଢ଼ ଗୁପ୍ତ ନବରାତ୍ରି ୨୬ ଜୁନ୍ ରୁ ଆରମ୍ଭ ହେଉଛି।…

୧,୦୦,୦୦୦ ପାର୍ କଲା ସୁନା ଭରି, ଆଗକୁ ଆହୁରି ବଢ଼ିବ ଦାମ୍

ନୂଆଦିଲ୍ଲୀ: ସୋମବାର ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦିନର ପ୍ରଥମାର୍ଦ୍ଧରେ ଅଗଷ୍ଟ ଡେଲିଭରି ପାଇଁ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୦୧,୦୭୮ ଟଙ୍କାରେ…