ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ମଣିଷ ପରିସ୍ରାରେ ହେବ ଦାନ୍ତ, ହାଡ଼ ଚିକିତ୍ସା
ୱାଶିଂଟନ୍: ପରିସ୍ରା ଦ୍ୱାରା ଯୋଡ଼ି ହେବ ଭଙ୍ଗା ହାଡ ଏବଂ ଦାନ୍ତ । ନିକଟରେ ଆମେରିକୀୟ ବୈଜ୍ଞାନିକ ଓ ଜାପାନ ସାଇଣ୍ଟିଷ୍ଟମାନେ ମିଶି ଏକ ସିନ୍ଥେଟିକ୍ ଇଷ୍ଟ ପ୍ରସ୍ତୁତ କରିଛନ୍ତି ।
ଯାହାଦ୍ୱାରା ହାଡ଼ ଓ ଦାନ୍ତକୁ…