ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ପିଏମ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି । ଘର ତିଆରି ପାଇଁ ୨ ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏ ନେଇ…

ଏକାଥରକେ ୫ କନଷ୍ଟେବଳଙ୍କ ଚାକିରି ଖାଇଦେଲେ ବାଲେଶ୍ୱର SP

ବାଲେଶ୍ୱର: ୫ କନଷ୍ଟେବଳଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତଥିଲେ ଉକ୍ତ କନଷ୍ଟେବଳ । କାର୍ଯ୍ୟରେ…

ତେଜସ୍ୱୀଙ୍କୁ ଚାପି ଦେଇଥାନ୍ତା ଟ୍ରକ୍! ଅଳ୍ପକେ ବର୍ତ୍ତି ଗଲେ ଲାଲୁଙ୍କ ଗେହ୍ଲା ପୁଅ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଦେଇଛି। ଶୁକ୍ରବାର ରାତି ୧.୩୦ ସମୟରେ, ଏକ ଦ୍ରୁତଗାମୀ ଟ୍ରକ୍ ତେଜସ୍ୱୀ ଯାଦବଙ୍କ…

ଶନିଦେବଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ, ଏହି ଫୁଲ ଦ୍ୱାରା କରନ୍ତୁ ଶନି ଦେବଙ୍କୁ ଖୁସୀ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦେବଦେବୀଙ୍କ ପ୍ରିୟ ଖାଦ୍ୟ, ପ୍ରିୟ ଫୁଲ, ରଙ୍ଗ ଇତ୍ୟାଦି ବିଷୟରେ ଅନେକ କଥା ରହିଛି । ସମସ୍ତ ଦେବୀ-ଦେବୀଙ୍କ ପୂଜାରେ କେବଳ ସେମାନଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଏ, ଏହା…

ଭୋରୁ ଭୋରୁ ବାଙ୍କୀରେ ଫୁଟିଲା ବୋମା, ଅଳ୍ପକେ ବର୍ତ୍ତି କଲେ ପରିବାର

ବାଙ୍କୀ: ସହଙ୍ଗା ଗୋପାଳପୁର ଗାଁରେ ବୋମାମାଡ଼ । ଘର ଉପରକୁ ୨ଟି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ବିଳମ୍ବିତ ରାତିରେ ଗୋଲେଖ ଜେନାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମା ଫିଙ୍ଗିଥିବା…

ଆଜି ପ୍ରଥମ କରି ଫୁଲବାଣୀ ଯିବେ ମୋହନ ମାଝୀ, ୪୨ଟି ପ୍ରକଳ୍ପ କରିବେ ଉଦ୍ଘାଟନ

ବାଲିଗୁଡ଼ା: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୨ଟି ପ୍ରକଳ୍ପର ଉଦଘାଟନ ଓ ୬୫ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ନବନିର୍ମିତ ମେଡିକାଲ କଲେଜର ଉଦ୍ଘାଟନ କରବେ…

Lucky Day: ଆଜି ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ, ମନବାଞ୍ଝା ପୂରା ହେବା ସହ ଧନ ବର୍ଷାର ଯୋଗ

ଓଡିଶା ଭାସ୍କର: ବୈଦିକ ଜ୍ୟୋତିଷରେ ଶୁକ୍ର ଏବଂ ଶନି ଗ୍ରହର ବିଶେଷ ମହତ୍ତ୍ୱ ଅଛି। ଶୁକ୍ର ଗ୍ରହକୁ ଧନର କାରକ ଏବଂ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ଏହି ଦୁଇଟି ଗ୍ରହର ସ୍ଥିତିରେ ପରିବର୍ତ୍ତନ ୧୨ଟି ରାଶିକୁ…

ବ୍ୟାଙ୍କର ଚକ୍କର କାଟିବାକୁ ପଡ଼ିବନି… ଏଣିକି ସହଜରେ ମିଳିବ ଋଣ, ହାଲୁକା ହେବ EMI ଭାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାର ହ୍ରାସ କରି ଦେଶର ସାଧାରଣ ଲୋକଙ୍କୁ ପୁଣି ଏକ ବଡ଼ ଆଶ୍ୱସ୍ତି ଦେଇଛି। ଶୁକ୍ରବାର ସକାଳେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ରେପୋ ରେଟରେ…

ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା, ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ…

ଦିବା ସ୍ବପ୍ନ ହେବ ସତ! ବିଚିତ୍ର ହୋଇଯିବ ସଂସାର, ମଣିଷକୁ କବଳିତ କରିବ ଟେକ୍ନୋଲୋଜି

ଓଡିଶା ଭାସ୍କର: ଆଜି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଯେଉଁ ଗତିରେ ବଢ଼ୁଛି ତାହା ଦେଖିଲେ ଲାଗୁଛି ଯେ ଆଗାମୀ ଭବିଷ୍ୟତ ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ ଏବଂ ସ୍ୱୟଂଚାଳିତ ହେବ। 2050 ବର୍ଷ ଏପରି ଏକ ସମୟ ହେବ ଯେତେବେଳେ…