ବାରଙ୍ଗରେ ଟ୍ରକ୍ ସହ ପିଟିହେଲା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍

କଟକ: ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ । ଆଗଠଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ବାରଙ୍ଗ ଷଣ୍ଢପୁର ନିକଟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।…

୭ ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏ ନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ପାଇଁ ଆୟାଜନ କରାଯାଇଛି । ମୋଟ ୭ ଟି ବିଭାଗର ୧୨୪୮ ଜଣଙ୍କୁ…

ଷ୍ଟାଡିୟମ ବାହାରେ ଦଳାଚକଟା: RCB ମାର୍କେଟିଂ ହେଡଙ୍କ ସମେତ ୪ ଜଣ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଷ୍ଟାଡିୟମ ବାହାରେ ଦଳାଚକାଟା ଘଟଣାକୁ ନେଇ ଆସିଛି ବଡ଼ ଅପଡେଟ୍ । ଘଟଣାକୁ ନେଇ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଆରସିବି ମାର୍କେଟିଂ ହେଡ୍ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ…

ମାଲକାନଗିରିରେ ଜୁଆ ଖେଳୁଥିଲା ଛେଳି! ବାନ୍ଧିଲା ପୋଲିସ

ମାଲକାନଗିରି: ମାଲକାନଗିରି ଗୌଡ଼ଗୁଡ଼ାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜୁଆ ଆଡ଼ାରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରିଥିବାବେଳେ ଛେଳିକୁ ଅଟକ ରଖାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆଦିବାସୀ ଯାତ୍ରା ହେଉଥିବାବେଳେ ଜୁଆ…

ଶୁକ୍ରବାର ମା’ ଲକ୍ଷ୍ମୀ ଏହି ୪ ରାଶି ଉପରେ କରିବେ ଧନ ବର୍ଷା ସାଙ୍ଗକୁ ମିଳିବ ଅପାର ଯସ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଶୁକ୍ରବାରକୁ ବହୁତ ଶୁଭ ମନେ କରାଯାଏ। କାରଣ ଏହି ଦିନଟି ଧନର ଗ୍ରହ ଶୁକ୍ର ଏବଂ ଦେବୀ ଲକ୍ଷ୍ମୀଙ୍କ ସହ ଜଡିତ। ଏହି କାରଣରୁ ଲୋକମାନେ ପ୍ରାୟତଃ ଏହି ଦିନରେ ଧନର ଦେବୀ ଦେବୀ ଲକ୍ଷ୍ମୀଙ୍କ…

କ’ଣ ଆପଣ ବି ଚା’ ବିସ୍କୁଟରୁ ଆରମ୍ଭ କରୁଛନ୍ତି ସକାଳ! ତେବେ ହୋଇଯାନ୍ତୁ ସତର୍କ

ଓଡିଶା ଭାସ୍କର: ସକାଳ ଜଳଖିଆ ଆମ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ତେଣୁ, ସକାଳ ହେବା ପରେ ଆମ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ସାମିଲ କରିବା ବହୁତ ଜରୁରୀ। କିନ୍ତୁ କେତେକ ସମୟରେ, ଜାଣତରେ କିମ୍ବା ଅଜାଣତରେ, ଆମେ…

ଆଜି ଜମ୍ମୁ-କଶ୍ମୀର ଯିବେ ପ୍ରଧାନମନ୍ତ୍ରୀ, ଉଦ୍ଘାଟନ ହେବ ଚେନାବ ସେତୁ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନାବ ସେତୁ ଲୋକାର୍ପଣ କରିବେ । ଏଥିସହ ୪୬୦୦୦ କୋଟିର ପ୍ରୋଜେକ୍ଟର ଶିଳାନ୍ୟାଶ କରିବାର କାର୍ଯ୍ୟକ୍ରମ ରହିଛି । ଉଦ୍ଧମପୁର- ଶ୍ରୀନଗ- ବାରମୁଲା ରେଳ ଲିଙ୍କ…

ବନ୍ଧା କୋବି ଦେଖୁଛି ଗର୍ଭବତୀଙ୍କ ଗର୍ଭାଶୟ ଭିତର ସ୍ଥିତି, ଟ୍ରେଣ୍ଡରେ ଅଛି ବନ୍ଧା କୋବି ପରୀକ୍ଷା

ଓଡିଶା ଭାସ୍କର: ପ୍ରତିଦିନ ମାଆ ପାଇଁ ଏକ ନୂତନ ଆଶା, ପ୍ରତ୍ୟେକ ମୁହୂର୍ତ୍ତରେ ଏକ ନୂତନ କୌତୁହଳ ସୃଷ୍ଟି ହୁଏ। କିନ୍ତୁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ମନରେ ପ୍ରଥମ ପ୍ରଶ୍ନ ଆସେ, " ପୁଅ ହେବ କି ଝିଅ?" ଆଜିକାଲି, ଏହି…

ଜର୍ମାନରେ ଲୁଚି ବାହା ହେଲେ ପିନାକୀ ମିଶ୍ର, TMC ସାଂସଦ ମହୁଆ ମୋଇତ୍ରାଙ୍କୁ କଲେ ଜୀବନ ସାଥୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜୁ ଜନତା ଦଳ ନେତା ଏବଂ ପୁରୀ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି…

ମରିଗଲା ମାନବିକତା: ଗରମ ପାଣି ଫିଙ୍ଗି ହତ୍ୟା, ୨ ଅଟକ

ଭଦ୍ରକ: ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି ହତ୍ୟା କରାଯାଇଛି । ଭଦ୍ରକ ବନ୍ଧଗାଁ ଗ୍ରାମାଞ୍ଚଳ ଥାନାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା । ଘର କାମ ପାଇଁ ଜଣେ ମୁଲିଆକୁ ଡାକି ଏପରି ହତ୍ୟା କରାଯାଇଥିବା…