ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ ବିବାଦ କେବେ ଘଟିବ ଅନ୍ତ: ରାତାରାତି କାହାଣୀର ହିରୋ ପାଲଟିଗଲା ଭିଲିଆନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏହି ମାମଲାରେ ସୁମିତ କି ତପସ୍ୱିନୀ କିଏ ଠିକ୍ କରିଛି, କିଏ ଭୁଲ କରିଛି ସେଇଟା ଅଲଗା କଥା ।…