ରାଜ୍ୟରୁ ଚିହ୍ନଟ ହେଲେ ୨୨୬ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

iphone 13ରେ ଜବରଦସ୍ତ ଅଫର୍, ୨୫ ହଜାର ପର୍ଯ୍ୟନ୍ତ ପାଇପାରିବେ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଅଫର ଆସିଛି । ଗତ ସେପ୍ଟେମ୍ବରରେ କମ୍ପାନୀ ଆଇଫୋନ ୧୩ ସିରିଜ ବଜାରକୁ ଛାଡ଼ିଥିଲା । ଏଥିରେ ଆଇଫୋନ ୧୩, ଆଇଫୋନ ୧୩ ମିନି, ଆଇଫୋନ୍ ୧୩…

ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅସୁସ୍ଥତା…

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ଦେହାନ୍ତ ହୋଇଯାଇଛି । ସେ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ…

ସତର୍କ ସୂଚନା: ଆସନ୍ତା ୨୦ରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଦିନ ହେଲା ମେଘୁଆ ପାଗ ରହିଛି । ଆଉ ତିନି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ରହିବ । ୧୮ ଓ ୧୯ ତାରିଖ ଦୁଇଦିନ ଶୁଖିଲା ପାଗ ରହିବ ।…

ଆଜି ବି ରହସ୍ୟଘେରରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ: ନିକଟ ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ବର୍ଷେ ପୂରିଗଲାଣି । ତେବେ ଆଜି ବି ତାଙ୍କର ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦାଫାସ୍ ହୋଇନାହିଁ । ତେବେ ଇତିମଧ୍ୟରେ ସୁଶାନ୍ତଙ୍କ…

କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବେନି ତାଙ୍କର ଏକ୍ସ-ବୟଫ୍ରେଣ୍ଡମାନେ, ଦେଖନ୍ତୁ ଲିଷ୍ଟ

ବଲିଉଡର ହଟ୍ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗଦେବାକୁ ବହୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ସବୁଠାରୁ…

ବେତନ ବୃଦ୍ଧି ନେଇ ବଢ଼ୁଛି ଅସନ୍ତୋଷ, ସାମୂହିକ ଛୁଟିରେ ଯିବେ ଆରବିଆଇ କର୍ମଚାରୀ

ନୂଆଦିଲ୍ଲୀ: ବେତନ ବୃଦ୍ଧିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବେତନ ସଂଶୋଧନରେ ବିଳମ୍ବ ଘଟୁଥିବାରୁ ଆସନ୍ତା ୩୦ ତାରିଖରେ ବ୍ୟାଙ୍କର ଅଧିକାରୀ ଓ…

Amazonରେ ବିକ୍ରି ହେଉଛି ଗାଞ୍ଜା! NCB ଯାଞ୍ଚ ନେଇ ଦାବି ଉଠାଇଲା CAIT

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ପ୍ଲାଟଫର୍ମରେ ଗାଞ୍ଜା ବିକ୍ରି ହେଉଥିବା ନେଇ ଆସିଛି ଅଭିଯୋଗ । କନଫେଡେରେସନ ଅଫ୍ ଇଣ୍ଡିଆନ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏପରି…

ଏଣିକି ଅନଲାଇନରୁ ଡାଉନଲୋଡ୍ ହେବ Driving License, ପଞ୍ଜୀକରଣ ପ୍ରମାଣପତ୍ର: ସ୍ମାର୍ଟ କାର୍ଡ ଯୁଗ ସରିଲା, ପ୍ରସ୍ତୁତ ହେଲା ନୂଆ ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କୁ ଆଉ ଆରଟିଓ ଅଫିସରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଏଣିକୁ ଘରେ ବସି ଅନଲାଇନରୁ ଡାଉନଲୋଡ୍ କରିପାରିବେ ସମସ୍ତ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର । ପୂର୍ବରୁ ଚାଲିଆସୁଥିବା ସ୍ମାର୍ଟ…