ପେଷାଦାର ଅପରାଧୀଙ୍କ ଖସିବାର ସମସ୍ତ ବାଟ ବନ୍ଦ, ପୋଲିସ ଗଠନ କଲା ‘ଟ୍ରାଏଲ ମନିଟରିଂ ୟୁନିଟ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ମାମଲା ପରିଚାଳନାରେ ତାଳମେଳ ରହୁ ନଥିବାରୁ ଅନେକ ପୋଷାଦାର ଅପରାଧୀ ଖସିଯାଉଥିଲେ । ସରକାରୀ ଓକିଲଙ୍କ ସହ ସମନ୍ୱୟର ଅଭାବ ରହିବା ସହ ଠିକ୍ ସମୟରେ ତଥ୍ୟ ପ୍ରମାଣ ଦାଖଲ…

ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ନିଯୁକ୍ତି କରିବ OPSC, ବୈଷୟିକ ଶିକ୍ଷା ବିଭାଗରେ କେବେ: ଘରୋଇ ଶିକ୍ଷାନୁଷ୍ଠାନରେ ବଢ଼ୁଛି ଠକେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ନିଯୁକ୍ତି ପ୍ରକ୍ରିୟାରେ ଆସିଛି ସଂସ୍କାର । ଏହି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟାପକ…

ଅପେକ୍ଷାର ଘଟିଲା ଅବସାନ, ଭାରତରେ ଲଞ୍ଚ ହେଲା SUV Tata Punch, ଜାଣନ୍ତୁ ଏହାର ମୂଲ୍ୟ ରହିଛି କେତେ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଭାରତୀୟ ବଜାରରେ ଟାଟା ପଞ୍ଚ ମାଇକ୍ରୋ ଏସୟୁଭି ଲଞ୍ଚ କରିଦେଇଛି । ଗ୍ରାହକମାନେ ବହୁ ପୂର୍ବରୁ ଏହି ସବ-କମ୍ପାକ୍ଟ ଏସୟୁଭିକୁ ଅପେକ୍ଷା କରି ରହିଥିଲେ । ଟାଟା ମୋଟର୍ସ ଟାଟା ପଞ୍ଚକୁ ୫.୪୯…

୨ ଲକ୍ଷ ଟଙ୍କିଆ Royal Enfield ବାଇକ୍ ମିଳୁଛି ମାତ୍ର ୬୧ ହଜାରରେ, ଏଥିସହ ରହିଛି ୧୨ ମାସର ୱାରେଣ୍ଟି

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବ୍ରାଣ୍ଡର ବାଇକର ଲୋକପ୍ରିୟତା ବିଷୟରେ କିଏ ବା ନ ଜାଣେ । ମାତ୍ର ଅଧିକ ଦାମ ହେତୁ ଅନେକ ଏହା କିଣିବାକୁ ପଛଘୁଞ୍ଚା ଦେଇଥାନ୍ତି । ତେବେ ଆପଣ ଦୁଇ ଲକ୍ଷ ଟଙ୍କିଆ ରୟାଲ ଏନଫିଲ୍ଡ ଥଣ୍ଡରବାର୍ଡ…

ଆଜି ରାଜ୍ୟରେ ୫ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ରାଜ୍ୟରେ ୪ ଶହ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୪୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ସରକାରୀ କମ୍ପାନୀ ପରେ ଏବେ ବିକ୍ରି ହୋଇଯିବ ସରକାରୀ ଜମି, କ୍ୟାବିନେଟ ମଞ୍ଜୁରୀ ପରେ ଆରମ୍ଭ ହେବ ମନିଟାଇଜେସନ୍ ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କମ୍ପାନୀଗୁଡ଼ିକର ମନିଟାଇଜେସନ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଏଥିରେ ଏବେ ସାମିଲ ହେବ କମ୍ପାନୀ ଜମି । କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ପରେ ଏନେଇ ଏକ କମ୍ପାନୀ…

ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ଲବଙ୍ଗ, ଆସନ୍ତୁ ଜାଣିବା ଏହାର ଉପକାରିତା

ଲବଙ୍ଗ ଦେଖିବାକୁ ଛୋଟ ହେଲେ ମଧ୍ୟ ଏହାର ବହୁତ ଉପକାରିତା ରହିଛି । ଏହାକୁ ବିଭିନ୍ନ ଖାଇବା ତରକାରୀରେ ମସଲା ରୂପେ ବ୍ୟବହାର କରାଯାଇଥାଏ । ଲବଙ୍ଗ ଶରୀରେ ଉତ୍ତାପ ବୃଦ୍ଧି କରିବାରେ ସହାୟକ ହେଉଥିବାରୁ ବିଭିନ୍ନ ପ୍ରକାର…

ପାୱର କ୍ରାଇସିସ୍ ଭାଙ୍ଗିଲା ଚାଇନାର ମେରୁଦଣ୍ଡ, ତିନି ମାସ ମଧ୍ୟରେ ଖସିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ପାୱାର କ୍ରାଇସିସ୍, ସପ୍ଲାଇ ଚେନରେ ଦୁର୍ବଳତା, କରୋନାର ନୂଆ ଲହର କାରଣରୁ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ଜୁଲାଇ-ସେପ୍ଟେମ୍ବର ତିନିମାସ ମଧ୍ୟରେ ଡ୍ରାଗନର ଇକୋନୋମିକ୍ ଗ୍ରୋଥ୍ ରେଟ୍…

ଅଟା, ମଇଦା ଓ ଚାଉଳରେ ମିଶ୍ରଣ ହୋଇଛି କେମିକାଲ୍: ସାବଧାନ ରହିବା ସହ ଏଥିରୁ ବର୍ତ୍ତିବା ପାଇଁ ଟିପ୍ପ ଶେୟାର କଲା FSSAI

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇଥିବାରୁ ଏହି ସମୟରେ ବିଭିନ୍ନ ପ୍ରକାର ମିଠା ସାମଗ୍ରୀର ଚାହିଦା ଅଧିକ ରହିଥାଏ । ତେବେ ଚାହିଦା ବଢ଼ୁଥିବାରୁ ଏପରି ଖାଦ୍ୟ ସାମଗ୍ରୀରେ ଲୁଟଖୋରମାନେ ବିଭିନ୍ନ ପ୍ରକାର…