Google Chromeକୁ ନେଇ ନୂଆ ଖୁଲାସା: ସତର୍କ ରୁହନ୍ତୁ ଆପଣଙ୍କ ସମସ୍ତ ଗତିବିଧିକୁ କରାଯାଉଛି ଟ୍ରାକ୍

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ଫୋନରେ ଇନଷ୍ଟଲ ହୋଇଥିବା କ୍ରୋମ ବ୍ରାଉଜର ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଛି । ଆପଣମାନେ ହୁଏତ ଏନେଇ ଅଜଣା ଥିବେ ଯେ ଏହି କାର୍ଯ୍ୟ ଆପଣଙ୍କର ବିନା ଅନୁମତିରେ କରାଯାଉଛି ।…

ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇଁ RBI ଆରମ୍ଭ କରିବ Hackathon: ଆପଣ ଜିତିପାରିବେ ୪୦ ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛି । ବିଶ୍ୱସ୍ତରରେ ଆରବିଆଇ ପକ୍ଷରୁ ହାକାଥୋନ୍ ଆୟୋଜିତ କରାଯିବ । ଏହାର ନାମ ରଖାଯାଇଛି…

୯୬ଟି ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି…

ରାଫେଲ୍ ଘୋଟାଲାକୁ ନେଇ ନୂଆ ଖୁଲାସା: ମଧ୍ୟସ୍ଥି ମାଧ୍ୟମରେ ଦିଆଯାଇଛି ୬୫ କୋଟି, ନେଇଛି କିଏ କଂଗ୍ରେସ ନା ବିଜେପି?

ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲକୁ ନେଇ ପୁଣି ଥରେ ଉଠିଛି ଝଡ଼ । ତେବେ ଫ୍ରାନ୍ସର ପବ୍ଲିକେଶନ ମିଡ଼ିଆପାର୍ଟର ଏକ ରିପୋର୍ଟକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁଶେନ ଗୁପ୍ତ ନାମକ ଜଣେ…

ଲାଞ୍ଚୁଆ RIଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁଙ୍କ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଜଣେ ଲାଞ୍ଚୁଆ ଆରଆଇଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା…

ସାମନାକୁ ଆସିଲା ଲଖୀମପୁର ହିଂସାର ଫୋରେନସିକ୍ ଲ୍ୟାବ୍ ରିପୋର୍ଟ: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସହଯୋଗୀ କରିଥିଲେ ଫାୟାରିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ହିଂସା ମାମଲାର ଫୋରେନସିକ୍ ଲ୍ୟାବ୍ ରିପୋର୍ଟ ଖୁଲାସା ହୋଇଛି । ଏହି ମାମଲାରେ ଦୁଇଜଣ ଗୁଳି ଚଳାଇଥିବା ନେଇ ପର୍ଦ୍ଦାଫାସ ହୋଇଛି । ଆନ୍ଦୋଳନରତ କିଷାନଙ୍କ ଉପରକୁ ବିଜେପି ନେତାମାନେ…

SBI ଗ୍ରାହକ ସାବଧାନ: YONO App ଡାଉନଲୋଡ୍ କରିବା ମାତ୍ରେ ଗାଏବ୍ ହୋଇଗଲା ୨ ଲକ୍ଷ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ଠକେଇ ଏକ ସାଧାରଣ କଥା ହୋଇଗଲାଣି । ସାମାନ୍ୟ ଅସାବଧାନତା କାରଣରୁ କେଇ ସେକେଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଯାଇଉଛି । ଜଣେ ମହିଳା ଅନଲାଇନରେ ଏକ ମୋବାଇଲ କିଣିବା ପରେ ଖରାପ ପଡ଼ିବାରୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୯୬ ପଜିଟିଭ୍, ପ୍ରାଣ ହରାଇଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

(Watch Video) ନାମିବ୍ୟା ବିପକ୍ଷ ମ୍ୟାଚରେ ହିରୋ ସାଜିଲେ ପନ୍ତ, ଜିତିଲେ କୋଟି କୋଟି ଫ୍ୟାନଙ୍କ ହୃଦୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ରେ ନାମିବ୍ୟା ବିପକ୍ଷ ମ୍ୟାଚ ଭାରତ ପାଇଁ ଏକପ୍ରକାର ଗୁରୁତ୍ୱହୀନ ମ୍ୟାଚ ବିବେଚିତ ହୋଇଥିଲା । ଏହି ପୂର୍ବରୁ ଗ୍ରୁପ-ବିର ଦୁଇଟି ଦଳ ସେମିଫାଇନାଲରେ ପହଞ୍ଚି ସାରିଥିବାରୁ ଟିମ୍…

ମାହି, ବିରାଟ ଓ ଶାସ୍ତ୍ରୀ- କାମ କଲାନି କାହାର ଯାଦୁ, ବିଶ୍ୱକପରୁ ଖାଲି ହାତରେ ଫେରିଲା ଭାରତ: ଜାଣନ୍ତୁ ବିଫଳତା ପଛର ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତ ପାଇଁ ଚଳିତ ଟି-୨୦ ବିଶ୍ୱକପ ଅଶୁଭ ସାବ୍ୟସ୍ତ ହୋଇଛି । ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରବି ଶାସ୍ତ୍ରୀଙ୍କ ପରି ଅନୁଭବୀଙ୍କ ବ୍ରହ୍ମାସ୍ତ ଆଜି ହାତ ଟେକି ଦେଇଛି । ଆଇପିଏଲ ଓ ଅଭ୍ୟାସ ମ୍ୟାଚରେ…