ରାଜଧାନୀରେ MLAଙ୍କ ପାଇଁ ନିର୍ମାଣ କରାଯିବ ବହୁତଳ କୋଠା, ବ୍ୟୟ ଅଟକଳ ହେଲା ୪୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟାପ୍ତ ପରିମାଣରେ ଘର ନଥିବାରୁ ବିଧାୟକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଧାୟକଙ୍କ ପାଇଁ ଘର ତିଆରି କରି ତାହାକୁ…

IIFL Finance ଲଞ୍ଚ କଲା Whatsapp ଇନଷ୍ଟାଣ୍ଟ ବିଜିନେସ୍ Loan: ୧୦ ମିନିଟରେ ମିଳିପାରିବ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଠାରୁ ଲୋନ ପାଇବା ବହୁତ କଷ୍ଟକର ବ୍ୟାପାର । ଡିଜିଟାଲ ଯୁଗରେ ଟେକ୍ନୋଲୋଜିର ବିକାଶ ହୋଇଥିଲେ ମଧ୍ୟ ଅନେକ ସମୟରେ କରଜଧାରୀଙ୍କୁ ଲୋନ ପାଇଁ ଏଣେତେଣେ…

ଏହି ଖାଦ୍ୟଗୁଡ଼ିକୁ ଆପଣାଇଲେ ଧୀରେ ଧୀରେ ବୃଦ୍ଧି ପାଇବ ଆପଣଙ୍କର ଉଚ୍ଚତା

ମଣିଷର ଉଚ୍ଚତା ସାଧାରଣତଃ ବଂଶାନୁକ୍ରମିକ ହୋଇଥାଏ । ପିତାମାତାଙ୍କ ଶାରୀରିକ ଗଠନ ସନ୍ତାନମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ଏହାଛଡ଼ା ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକ ତତ୍ତ୍ୱର…

ଆଜି ରାଜ୍ୟରୁ ୬ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଭିଜିଲାନ୍ସ ଜାଲରେ ବନବିଭାଗ କନିଷ୍ଠ କିରାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଜାଲରେ ଫସିଛନ୍ତି ବନ ବିଭାଗର ଜଣେ କନିଷ୍ଠ କିରାଣି । ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ଏହି କିରାଣି ଜଣକ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ…

ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିଲା: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

‘Akasa Air’କୁ ମିଳିଲା ମଞ୍ଜୁରୀ, ଏବେ ଟାଟାଙ୍କ ସହ ଝୁନଝୁନୱାଲାଙ୍କ ହେବ ଲଢ଼େଇ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ତେଣୁ ଆଗାମୀ ଦିନରେ ଏହି ସେକ୍ଟରରେ ଫାଇଦା ମିଳିବ ବୋଲି ବିଶିଷ୍ଟ ଉଦ୍ୟୋଗପତିମାନଙ୍କର ହୃଦବୋଧ ହୋଇଛି । ତେବେ…

ଭଲ Cibil Score ଥିଲେ ଆପଣ ସହଜରେ ପାଇପାରିବେ Loan, ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର କ୍ରେଡିଟ ସ୍କୋର ୭୫୦ରୁ କମ୍ ହୋଇଥିବ, ତେବେ ଆପଣଙ୍କର ଲୋନ ଆପିଲିକେସନ ରିଜେକ୍ଟ ହୋଇଯାଇଥାଏ । ସେଥିପାଇଁ କ୍ରେଡିଟ ସ୍କୋର ଭଲ ରହିବା ନିହାତି ଜରୁରୀ । ତେବେ ଏପରି କିଛି ଦିଗ ପ୍ରତି ଧ୍ୟାନ…

୧୩ରେ ଲଘୁଚାପ, ୧୫ରେ ଓଡ଼ିଶା ଉପକୂଳ ଛୁଇଁବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୩ରେ ସୃଷ୍ଟି ହେବ । ଏଥିସହ ଲଘୁଚାପ ୧୫ରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା…

TCS ଦେବ ୭୮ ହଜାର ଫ୍ରେଶର୍ସଙ୍କୁ ଚାକିରି କରିବାର ସୁଯୋଗ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଆଇଟି ସର୍ଭିସ୍ ଫାର୍ମ ଟିସିଏସ୍ ଫ୍ରେଶର୍ସଙ୍କ ସ୍ୱପ୍ନ କରିବାକୁ ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୨ରେ ୭୮ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ପୂର୍ବରୁ କମ୍ପାନୀ ୪୦…