ଭାରତ ସହାୟତା ବନ୍ଦ କଲେ PCB ଭିକାରି ହୋଇଯିବ, ରମିଜ ରାଜାଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ନେଇ ଏକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ରମିଜ ରାଜା । ତେବେ ରମିଜଙ୍କ ଏହି ବୟାନ୍ ପରେ ପାକିସ୍ତାନରେ ଆରମ୍ଭ ହୋଇଯାଇଛି…

ବାଥରୁମରେ ଗାଧୋଉଥିଲେ ମହିଳା, ଭୁଲରେ Instagram Live Video କରିଦେଲା ଛୋଟ ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ମୋବାଇଲ ଦେବା ଯେ କେତେ ଭୟଙ୍କର ତାହା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଜଣେ ମହିଳା ବାଥରୁମରେ ଗାଧୋଉଥିବା ବେଳେ ତାଙ୍କର ନ୍ୟୁଡ୍ ଭିଡିଓ ଭାଇରାଲ ହୋଇଯାଇଥିଲା । ତେବେ ପରେ…

ଆଜି ଓଡ଼ିଶାରୁ ୬ କରୋନାରେ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ତଳକୁ ଖସିଲା: ଜାଣନ୍ତୁ କେଉଁଠୁ କେତେ ପଜିଟିଭ୍ ଚିହ୍ନଟ ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ସମଗ୍ର ଦେଶରେ ଲାଗୁହେବ QR Code Based DL-RC, ଆଉ କରିହେବନି ଡୁପ୍ଲିକେଟ୍

ନୂଆଦିଲ୍ଲୀ: ଏଣିକି କ୍ୟୁଆର ବେସଡ୍ ଡିଏଲ ଓ ଆରସି ଜାରି କରାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହା ଲଞ୍ଚ କରାଯାଇପାରେ ବୋଲି ଦିଲ୍ଲୀ ପରିବହନ ବିଭାଗ…

ଓଡ଼ିଶା ମୁହାଁଇବ ଲଘୁଚାପ, ୧୭ରୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ତେବେ ଏହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତମାନେ ଅନୁମାନ କରୁଛନ୍ତି । ତେବେ ବାତ୍ୟା ଆଶଙ୍କା…

ବିଧାୟକ ସୌଭିକ ବିଶ୍ୱାଳଙ୍କ ବାସଭବନରୁ ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍ ହୋଇଛି । ବିଧାୟକଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପଶି ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ ସହ କିଛି ଟଙ୍କା ଲୁଟି ନେଇଛନ୍ତି ।…

ଆସନ୍ତା ଟି-୨୦ ବିଶ୍ୱକପରେ ଲାଗୁ ହେବ DRS

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଡିଆରଏସ୍ (ଡିସିସନ୍ ରିଭ୍ୟୁ ସିଷ୍ଟମ) ନିୟମ ଲାଗୁ ହେବାକୁ ଯାଉଛି । ଏନେଇ ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇସିସି ପକ୍ଷରୁ ଜାରି ହୋଇଥିବା…

ଶସ୍ତା ହେବ ଖାଇବା ତେଲ: ବ୍ୟବସାୟୀ ରଖିପାରିବେନି ଷ୍ଟକ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖାଇବା ତେଲର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ନିୟନ୍ତ୍ରର କରିବା ପାଇଁ କେନ୍ଦ୍ର ସରକାର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି । ବ୍ୟବସାୟୀମାନେ କେତେ ପରିମାଣରେ ତେଲ ନିଜ…

ମାସେ ପରେ ବି ଥମୁନି ଜ୍ୱାଳାମୁଖୀ, ହଜାର ହଜାର ଘର ହୋଇସାରିଲାଣି ଭସ୍ମ

ନୂଆଦିଲ୍ଲୀ: ସ୍ପେନର ଲା ପାଲମା ଦ୍ୱୀପରେ ଜ୍ୱାଳାମୁଖୀ ନଦୀ ପରି ବହିବାରେ ଲାଗିଛି । ମାସକ ତଳେ ଆରମ୍ଭ ହୋଇଥିବା ଏହି ଜ୍ୱାଳାମୁଖୀ ଏବେ ଭୟଙ୍କର ରୂପ ନେଇସାରିଛି । ତେବେ ଏହି ନରରାକ୍ଷସ ରୂପୀ ଜ୍ୱାଳାମୁଖୀର ତାଣ୍ଡବରୁ…