CM Modiରୁ PM Modi ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା: ଏହି ସଫଳତା ପଛର ଅସଲ ଚାଣକ୍ୟ ହେଉଛନ୍ତି ଅମିତ ଶାହ

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା)ର କୋର କମିଟି ବୈଠକ ଚାଲିଥିଲା । ଏହି ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ଗୁରୁତ୍ୱପୂର୍ଣ୍ଣ…

ଅଗଷ୍ଟ ୧୬ରେ RRB NTPC ରେଜଲ୍ଟ

ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରି (ଏନଟିପିସି) ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳ ବିଭାଗ…

‘ଏଡୁସେଫ୍’ ରୋକିବ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ାର ଗୋପନୀୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ "ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା. ଲିଃ’ ଉଦଘାଟିତ ହୋଇଯାଇଛି । ଇନ୍ଫୋସିଟି ରୋଡରେ ଆରମ୍ଭ ହୋଇଥିବା ଏହି…

କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ଏସିଏଫ୍ ମୃତ୍ୟୁ ମାମଲା, ଖୁବଶୀଘ୍ର ମିଳିବ ନ୍ୟାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେ ପୂରି ଯାଇଛି । ତେବେ ଏତେଦିନ ବିତିଯାଇଥିଲେ ହେଁ ତଦନ୍ତ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି…

ଖୁବଶୀଘ୍ର ସାରା ଦେଶରେ ଲାଗିବ Pre-Paid Smart Meter: ଯେତିକି ବିଜୁଳି ବ୍ୟବହାର କରିବେ ସେତିକି ଅର୍ଥ ଦେବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଲାଗିବାକୁ ଯାଉଛି ପ୍ରିପେଡ୍ ସ୍ମାର୍ଟ ମିଟର । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥାଗୁଡ଼ିକରେ ସ୍ମାର୍ଟ…

ମୁଁ ଯଦି ଚାପୁଡ଼ା ମାରିଥାନ୍ତି, ଏତେବେଳକୁ ମୁଁ ଜେଲରେ ଥାନ୍ତି, ଥପ୍ପଡ୍ ଗାର୍ଲଙ୍କୁ ଗିରଫ କରାନଗଲେ ମୁଁ….Cab Driver

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଚାପୁଡ଼ାମରା ଘଟଣା ଥମିବାର ନାଁ ନେଉନାହିଁ । ଉତ୍ତରପ୍ରଦେଶର ରାଜଧାନୀରେ ଜଣେ ଯୁବତୀ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ୨୨ଚାପୁଡ଼ା ମାରିବା ଘଟଣା ସମଗ୍ର ଦେଶକୁ ବ୍ୟାପିଯାଇଥିଲା । ତେବେ ଏହି ଘଟଣାକୁ…

ଆଜି ବି ସଂକ୍ରମଣ ହଜାରେ ଉପରେ: ରାଜ୍ୟରେ ୧୧୩୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ହଠାତ୍ ଆକାଶରୁ ଛାତ ଭାଙ୍ଗି ଖସିଲା ଏକ ଉତ୍ତପ୍ତ ଉଲକା ପିଣ୍ଡ: କ’ଣ ଘଟିଲା ବୋଲି ପତି କିଛି ବୁଝିପାରିଲେନି

ନୂଆଦିଲ୍ଲୀ: ବେଳେବେଳେ ସାଧାରଣ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଭୟାନକ ଦୁର୍ଘଟଣାରେ ମଧ୍ୟ ଅନେକଙ୍କର କୌଣସି କ୍ଷତି ଘଟିନଥାଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଥିଲା । ଆମେରିକାରେ ଜଣେ…

Emojiର ରଙ୍ଗ ହଳଦିଆ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ ରହସ୍ୟ

ସାଧାରଣତଃ ଇମୋଜିକୁ ସମସ୍ତ ପ୍ଲାଟଫର୍ମରେ ବ୍ୟବହାର କରାଯାଇଥାଏ । ସୋସିଆଲ ମିଡିଆର ବୃଦ୍ଧି ସାଙ୍ଗକୁ ଇମୋଜିର ଚାହିଦା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଚାଟିଂ ସମୟରେ ଇମୋଜିର ବ୍ୟବହାର ଭାବନା ସହିତ ଜଡ଼ିତ ଥାଏ ।…

ଏପରି ଜଳପ୍ରପାତ ଯାହା ଭୂମିକୁ ସ୍ପର୍ଶ କରିନଥାଏ, ବାୟୁ ମଧ୍ୟରେ ହିଁ ରହିଥାଏ, ଜାଣନ୍ତୁ ଏହାର କାରଣ

ପ୍ରାକୃତିକ ସମ୍ପଦରେ ଭାରତବର୍ଷ ପରିପୂର୍ଣ୍ଣ । ଦେଶର ବିଭିନ୍ନ ସ୍ଥାନରେ ପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ଆମେ ଜଳପ୍ରପାତ କଥା କହିବା, ତାହା ସଭିଙ୍କୁ ଆକର୍ଷିତ କରିଥାଏ ।…