୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଦେଲେ ଆର୍ଥିକ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ-୨୦୨୦ର ସଫଳତା ପରେ ଓଡ଼ିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହକି…

ଓଡ଼ିଶାର ୧୮ଟି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ: ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂପ୍ରତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ମୋଟ ୩୭୪ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାରେ ୧୮ଟି ଜିଲ୍ଲା…

୧୭ ବର୍ଷ ପରେ ଦେଶରେ ପୁଣି ଖୋଲିବ ନୂଆ Cooperative Bank, RBI ଦେଲା ସଙ୍କେତ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ନୂଆ କୋ-ଅପରେଟିଭ୍ ବ୍ୟାଙ୍କ ଖୋଲିବ । ୧୭ ବର୍ଷ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୋ-ଅପରେଟିଭ୍ ବ୍ୟାଙ୍କ ପାଇଁ ଲାଇସେନ୍ସ ବନ୍ଦ କରିଦେଇଥିଲା । ମାତ୍ର ଏହି ପ୍ରକିୟା ପୁଣି…

IAS ଦମ୍ପତିଙ୍କ ଲଭ୍ ଷ୍ଟୋରୀ The End: ଅଲଗା ହେଲେ ଟିନା ଓ ଅତହର

ନୂଆଦିଲ୍ଲୀ: ଏକଦା ଚର୍ଚ୍ଚାରେ ଥିଲା ସେମାନଙ୍କର ପ୍ରେମ କାହାଣୀ । ୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଓ ଅତହର ଖାନ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ମାତ୍ର ତାଙ୍କର ରିଲେସନସିପ୍ ବେଶିଦିନ ତିଷ୍ଠି ପାରିନଥିଲା ।…

ଅଧିକ ସମୟ ଧରି ଗାଧୋଇବା ଅଭ୍ୟାସ ଆପଣଙ୍କର ଶରୀରର ଅନେକ କ୍ଷତି ଘଟାଇଥାଏ

ସାଧାରଣତଃ ଅଧିକ ସମୟ ପର୍ୟ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର,…

ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ରାଜ୍ୟରେ ୧୦୭୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଅଗଷ୍ଟ ୧୫ର ଏହି ୧୦ଟି ଅଜଣା ତଥ୍ୟ ବିଷୟରେ ଆପଣ ଜାଣନ୍ତି କି?

ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ, ଏକଥା ସମସ୍ତେ ଜାଣନ୍ତି । ମାତ୍ର ଏହା ପଛର ଅନେକ କଥା ବୋଧହୁଏ ଅନେକଙ୍କୁ ଅଗୋଚର ଥିବ । ଆଜି ବି ଏପରି କିଛି କଥା ଜନମାନସରେ ଲୁଚି ରହିଛି, ଯାହା…

ଏବେ Whatsappରେ ମିଳିବ Covid Vaccination Certificate, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ନୂଆଦିଲ୍ଲୀ: ଏଣିକି ଆପଣମାନେ ସହଜରେ ନିଜର ହ୍ୱାଟସଆପରେ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି ଷ୍ଟେପ୍ ଫଲୋ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସଂପ୍ରତି ସମଗ୍ର…

Google Chromeକୁ ଫଟାଫଟ୍ କରିଦିଅନ୍ତୁ Update, ନଚେତ୍ ହ୍ୟାକିଂର ଶିକାର ହେବେ, ସରକାରଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ) ପକ୍ଷରୁ ଗୁଗଲ କ୍ରୋମକୁ ନେଇ ଏକ ଆଡଭାଇଜାରି ଜାରି କରାଯାଇଛି । ଗୁଗଲର ବର୍ତ୍ତମାନର ଭର୍ସନରେ କିଛି ତ୍ରୁଟି ରହିଥିବାରୁ ଏହାକୁ ତୁରନ୍ତ…

୪୮ ଘଣ୍ଟା ମଧ୍ୟରେ ରାଜନୀତି ହୋଇଯିବ ଅପରାଧମୁକ୍ତ, ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜନୀତିକ ଦଳମାନେ ସେମାନଙ୍କର ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ଅପରାଧିକ ରେକର୍ଡ ସାର୍ବଜନୀନ କରିବେ…