କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ! ୟେଦ୍ଦୁରାପ୍ପା ଆୟୋଜନ କରିଛନ୍ତି ବିଦାୟକାଳୀନ ଭୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତ ବର୍ଷରେ ରାଜନୀତି ସରଗରମ ରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ମଙ୍ଗୁଆଳ ଚେଞ୍ଜ ହେବାରେ ଲାଗିଛି…

ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରିର ହେଲା ଖୁଲାସା: ଏହି କାରଣ ପାଇଁ ହତ୍ୟା କରିଥିଲା ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ଭୀମଟାଙ୍ଗିରେ ଘଟିଥିବା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡଙ୍କର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଆଜି ଜେରା କରାଯାଇଛି । ତେବେ ଏୟାରଫିଲ୍ଡ ଥାନା ପୋଲିସ ଦ୍ୱାରା…

ପଞ୍ଜାବ ଫାଇଟ୍: କ୍ରିକେଟରଙ୍କ ପାୱାର ଧମାକା, ପଛରେ ପଡ଼ିଲେ କ୍ୟାପଟେନ୍, ସିଦ୍ଧୁଙ୍କ ବାସଭବନରେ ଏକାଠି ହେଲେ ୬୨ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତି ସମାପ୍ତ ହେବାର ନାଁ ଧରୁନାହିଁ । ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରଦାନ ପରେ କ୍ୟାପଟେନ-କ୍ରିକେଟର ଫାଇଟ୍ ସମାପ୍ତ ହେବ ବୋଲି ଆଶା କରାଯାଉଥିଲା । ମାତ୍ର…

ବାର୍ଡ ଫ୍ଲୁରେ ପ୍ରାଣ ହରାଇଲା ୧୨ ବର୍ଷର ବାଳକ, କରୋନା ପଜିଟିଭ୍ ହୋଇଥିଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାକୁ ନେଇ ଆଶଙ୍କା ଥମିନଥିବା ବେଳେ ଏହି ସମୟରେ ବାର୍ଡ ଫ୍ଲୁର ଆବିର୍ଭାବ ହୋଇଛି । ଜଣେ ୧୨ ବର୍ଷର ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।…

ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରି: ଅଭିଯୁକ୍ତ ଜଗନ୍ନାଥଙ୍କୁ ଚାଲିଛି ଜେରା, ଫିଟିବ ଗୁମର ଆଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ହତ୍ୟାକାଣ୍ଡର ଗୁମର ଫିଟିବ ଆଜି । ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କୁୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ…

ଅଲିମ୍ପିକରେ ସେକ୍ସ ବ୍ୟାନ୍ ଅସମ୍ଭବ! ପୂର୍ବତନ ଖେଳାଳିଙ୍କ ବୟାନ୍ କଲା ତାଜୁବ୍

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ କରୋନାର ଭୟ ଦୂର ହୋଇନଥିବାରୁ ଅଲିମ୍ପିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ତେବେ ସାମାଜିକ…

ପୁଣି ସଂକ୍ରମଣ ଦୁଇ ହଜାରରୁ ଖସିଲା: ରାଜ୍ୟରୁ ଚିହ୍ନଟ ହେଲେ ୧୯୨୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ପୁଣି ଜଣେ ପତି: ଫେସବୁକ୍ ହାଏ, ଚାଟିଂ, ମ୍ୟାରେଜ୍, ଏବେ ମିଳୁଛି ଧମକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ପଛରେ ପରକୀୟା ପ୍ରୀତି ରହିଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଆଉ ଏକ ଘଟଣା…

୨ JE ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲାର ଦୁଇଜଣ ଜେଇଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ । ପିସି କାରବାରକୁ ନେଇ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…

କେନ୍ଦ୍ରମନ୍ତ୍ରୀଙ୍କ ବୃଦ୍ଧ ପିତାମାତା ଖଟୁଛନ୍ତି ଜମିରେ! ଅର୍ଥ ଓ ସଉକ ହାର ମାନିଛି ଏମାନଙ୍କ ଆଗରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଯଦି ଜଣଙ୍କର ମାସିକ ଦରମା ୧୫ ହଜାରରୁ ୩୦ ହଜାର ହୋଇଥାଏ, ତେବେ ଉକ୍ତ ବ୍ୟକ୍ତିଙ୍କର ଜୀବନରେ ବହୁତ କିଛି ରାତାରାତି ପରିବର୍ତ୍ତନ ହୋଇଯାଇଥାଏ । ଯେପରିକି, ବାଇକ୍, ଘର,…