ହାଇକୋର୍ଟଙ୍କ ବଡ଼ ରାୟ: ଭଡ଼ାଟିଆଙ୍କୁ ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘର ମାଲିକ ଓ ଭଡ଼ାଟିଆଙ୍କୁ ନେଇ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିନା ନୋଟିସରେ କହାକୁ ଘର ବା ଜାଗା ଛାଡ଼ି ଚାଲିଯିବାକୁ କୁହାଯାଇ ପାରିବ ନାହିଁ । ଭଡ଼ାଟିଆଙ୍କୁ ଘର ଘର…