ILS ବୈଜ୍ଞାନିକ ଆବିଷ୍କାର କଲେ ପ୍ରୋବାୟୋଟିକ ବ୍ୟାକ୍ଟେରିଆ: ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)କୁ ମିଳିଛି ପୁଣି ଏକ ବଡ଼ ସଫଳତା । ଆଇଏଲଏସର ବୈଜ୍ଞାନିକମାନେ ଏକ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି ।…

ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟା ହତ୍ୟାକାଣ୍ଡ: ୯ ଜଣ ଜେଲ କର୍ମଚାରୀ ସସପେଣ୍ଡ, ପୋଲିସ ଉପସ୍ଥିତିରେ ହୋଇଥିଲା ଛୁରାମାଡ଼

ନୂଆଦିଲ୍ଲୀ: ଗତ ୨ ତାରିଖରେ ଦିଲ୍ଲୀର ତିହାର ଜେଲରେ ଏକ ବଡ଼ଧରଣର ଗ୍ୟାଙ୍ଗୱାର ଦେଖିବାକୁ ମିଳିଥିଲା । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଜେଲର ଗୋଟିଏ ଗୋଷ୍ଠୀର କିଛି ଲୋକ ଲୁହାରଡ଼ରେ ପିଟିପିଟି ହତ୍ୟା…

ଏଣିକି ଗୃହପାଳିତ ପଶୁଙ୍କ ପାଇଁ ବୁକିଂ ହେବ ଅନଲାଇନ୍ ଟ୍ରେନ୍ ଟିକେଟ୍: ରେଳ ମନ୍ତ୍ରଣାଳୟ ଆଣୁଛି ନୂଆ ପ୍ଲାନ୍

ନୂଆଦିଲ୍ଲୀ: ଆପଣମାନେ ଟ୍ରେନରେ ଯିବା ପୂର୍ବରୁ ଅନେକ ଥର ଅନଲାଇନ ଟିକେଟ୍ କାଟିଥିବେ । ଟ୍ରେନ ଟିକେଟ ବୁକିଂକୁ ନେଇ ରେଳ ବିଭାଗ ପକ୍ଷରୁ ଅନେକ ସମୟରେ ନିୟମ ପରିବର୍ତ୍ତନ ହୋଇଥାଏ । ତେବେ ଆପଣମାନେ ଯଦି ନିଜର ଗୃହପାଳିତ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା: ଗ୍ଲୋବାଲ ମହାମାରୀ ତାଲିକାରୁ ହଟିଲା କରୋନା

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ତା’ର ମାୟାଜାଲରେ କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ସବଭାରିଆଣ୍ଟ ସୃଷ୍ଟି ହେବା ସହ ତାହା ଲୋକଙ୍କ ମଧ୍ୟରେ ଆଶଙ୍କା…

ବୈଜ୍ଞାନିକଙ୍କ ୬୦ ବର୍ଷର ସଂଘର୍ଷର ଅନ୍ତ: ବିଶ୍ୱର ପ୍ରଥମ RSV ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଅନବରତ ପ୍ରୟାସ ପରେ ଶେଷରେ ବୈଜ୍ଞାନିକମାନେ ପାଇଛନ୍ତି ବଡ଼ ସଫଳତା । ପାଖାପାଖି ୬୦ ବର୍ଷ ପରେ ରେସପିରେଟୋରି ସିନସିଟିଆଲ ଭାଇରସ (ଆରଏସଭି) ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି । ଆମେରିକାର ଫୁଡ୍…

ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହେବ ନୂଆ ପ୍ରୋଗ୍ରାମ ‘DISHA: ଏଚଆଇଭି /ଏଡସ୍ ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଡସ ଓ ଏଚଆଇଭି ଦୁଇଟି ଭୟଙ୍କର ରୋଗ । ଗତ ୨୦୨୧ ମସିହାରେ ଭାରତରେ ଏଡସ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ପାଖାପାଖି ୪୨ ହଜାର ରହିଥିଲା । ତେବେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର…

DAV ପବ୍ଲିକ ସ୍କୁଲ ପକ୍ଷରୁ ଆସିଲା ବଡ଼ ନିଯୁକ୍ତି ସୁଯୋଗ: ଶିକ୍ଷକ ଓ ଅଣଶିକ୍ଷକ ପଦରେ ମିଳୁଛି ଉଚ୍ଚ ବେତନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଶିକ୍ଷକ ଓ ଅଣଶିକ୍ଷକ…

IAS ଅଧିକାରୀ ଗିରଫ: ଦୁର୍ନୀତି ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲି କିଛି ସରକାରୀ ଅଫିସର ଅନେକ ବେଆଇନ ଆର୍ଥିକ ମାମଲାରେ ଜଡ଼ିତ ହେଉଥିବାର ଦେଖାଯାଉଛି । ଏଭଳି ସ୍ଥିତିରେ ଏହି ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ…

ସାଧାରଣ ଜନତା, ଯବାନ ଓ…. ରାଷ୍ଟ୍ରପତି: ସମସ୍ତଙ୍କ ଗାଡ଼ିର ନମ୍ବର ପ୍ଲେଟ ଅଲଗା କାହିଁକି, ୭ଟି ରଙ୍ଗକୁ ନେଇ ଜାଣନ୍ତୁ ଭାରତୀୟ ନିୟମ

ନୂଆଦିଲ୍ଲୀ: ଆପଣମାନେ ରାସ୍ତାଘାଟରେ ଚାଲୁଥିବା ଗାଡ଼ିରେ କଳା, ହଳଦିଆ, ନୀଳ, ସବୁଜ ଆଦି ବିଭିନ୍ନ ରଙ୍ଗର ନମ୍ବର ପ୍ଲେଟ୍ ଦେଖିଥିବେ । ସାଧାରଣ ନାଗରିକ, ଯବାନଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ…

ଆଶ୍ଚର୍ଯ୍ୟଜନକ ଘଟଣା: ଡ୍ରଗସ୍ ଓଭରଡୋଜ୍ କାରଣରୁ ୧୬ ମାସର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡ୍ରଗସ ମଣିଷ ପାଇଁ ଏକ ଭୟଙ୍କର ବିମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଡ୍ରଗସ ଓ ଆଲକହଲ କାରଣରୁ ଗତ ୨୦୨୧ରେ ଭାରତରେ ୧୦ ହଜାର ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି ।…