ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ୁଛି କିଡନୀ ରୋଗ: ଦୁଇଟି ଗାଁରେ ୨୯ ଜଣଙ୍କ ମୃତ୍ୟୁ ଘଟିଲାଣି, ଭୟରେ ଗାଁ ଛାଡ଼ୁଛନ୍ତି ଅଞ୍ଚଳବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ପରିବେଶ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ମଣିଷର ଅନେକ ଦାୟିତ୍ୱହୀନତା କାର୍ଯ୍ୟ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁର କୁପରିଚାଳନା…

ଓଡ଼ିଶାରେ ପାଆନ୍ତୁ ଚାକିରି: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଏକାଧିକ ବର୍ଗରେ ଶତାଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର,…

Twitter ସର୍ଭର ପୁଣି ଡାଉନ୍: ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ଲୁ ଟିକ ସର୍ଭିସ, ନ୍ୟୁଜ୍ ପଢ଼ିବା ପାଇଁ ପେଡ୍ ସେବା ପରି ଏକାଧିକ ପ୍ରସଙ୍ଗକୁ ନେଇ କମ୍ପାନୀ ଚର୍ଚ୍ଚାରେ…

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । ତାଙ୍କର ମୃତ୍ୟୁରେ ରାଜ୍ୟର ସାମ୍ବାଦିକତା ଜଗତରେ ଶୋକର ଲହରୀ…

ଓଡ଼ିଶାରେ ହେବ ଦେଶର ପ୍ରଥମ ଥଇଥାନ କଲୋନୀ: ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କର ସାମୂହିକ ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗତ ୨୭ ଓ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ୫ଟି ସଚିବ…

ପ୍ରଦୂଷଣ ହ୍ରାସ ପାଇଁ ଆରମ୍ଭ ହେଲା ‘Mission Life’ ଅଭିଯାନ: ପ୍ରଦୂଷଣର ଲାଲ ବଳୟରେ ରାଜ୍ୟର ୭ଟି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ଚାରିପାଖର ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ୭ଟି ସହର ଏବେ ଚିନ୍ତା ବଢ଼ାଇ ଦେଇଛି । ଏହି ୭ଟି ସହରର ୨୩ଟି ଅଞ୍ଚଳ ଓ…

ବର୍ଗର ଖାଇଲେ ମିଳିବ ୨ ଲକ୍ଷ ଟଙ୍କାର ପୁରସ୍କାର! ସର୍ତ୍ତ ମାନିବାକୁ ପଡ଼ିବ, ଇନଷ୍ଟାଗ୍ରାମ ଆକାଉଣ୍ଟ ଜରୁରୀ

ନୂଆଦିଲ୍ଲୀ: ଆପଣଙ୍କର ଯଦି ବର୍ଗର ଖାଇବାର ସଉକ ଅଛି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଛି । ପ୍ରସିଦ୍ଧ ଖାଦ୍ୟ ଚେନ ଫ୍ଲେମିଂ ଗ୍ରିଲସ ତରଫରୁ ଏକ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ମାଧ୍ୟମରେ…

ସାଉଥ୍ ଫିଲ୍ମ ନିର୍ମାତା ଏସ.ଏସ ଚକ୍ରବର୍ତ୍ତୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ ଘଟିଛି । ଫିଲ୍ମ ପ୍ରଯୋଜକକ ଏସ.ଏସ. ଚକ୍ରବର୍ତ୍ତୀ ଖୁବ୍ କମ୍ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସେ ଅଭିନେତା ଅଜିତ କୁମାରଙ୍କ…

ଅଲିମ୍ପିକ୍ସ ରୌପ୍ୟ ବିଜେତା ଗିରଫ: ଡ୍ରଗ୍ସ ଚାଲାଣ ବେଳେ NCB ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଉଚ୍ଚ ତଥା ସମ୍ମାନଜନକ ବ୍ୟକ୍ତିମାନେ କିଛି ବେଆଇନ କାର୍ଯ୍ୟ କରି ନିନ୍ଦିତ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ…

ଭୁବନେଶ୍ୱରରେ ଦେଖାଯିବନି ଛାଇ: ଆଉ କିଛିଦିନ ଅପେକ୍ଷା କରନ୍ତୁ, ଜାଣନ୍ତୁ ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ୨୫ ତାରିଖରେ…