୧୯୪୭ରୁ ୨୦୨୩ ମଧ୍ୟରେ ୧୪ ଜଣ ପୂର୍ଣ୍ଣକାଳୀନ ପ୍ରଧାନମନ୍ତ୍ରୀ: କିଏ କେତେ ଦିନ ପାଇଁ ଦେଶକୁ ଶାସନ କରିଥିଲେ

ନୂଆଦିଲ୍ଲୀ: ସ୍ୱାଧିନ ଭାରତ ବର୍ତ୍ତମାନ ସୁଦ୍ଧା ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ଶାସନ ଦେଖି ଆସିଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଏକାଧିକ…

ରାଜ୍ୟରେ ବଢ଼ୁଛି କିଡନୀ ରୋଗ! ରଣପୁର ପରେ କେନ୍ଦୁଝର, ବର୍ଷକରେ ଚାଲିଗଲାଣି ୫ଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଖାଦ୍ୟପେୟ, ବେଶପୋଷାକ, ଚାଳିଚଳନ ବଦଳିବାରେ ଲାଗିଥିବା ବେଳେ ପରିବେଶ ମଧ୍ୟ କ୍ରମାଗତ ଭାବେ ଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଜଳ, ବାୟୁ ସବୁ ଦୂଷିତ ହେବାରେ…

ରେଲୱେ ପକ୍ଷରୁ ଆସୁଛି ଏକ ବଡ଼ ନିଯୁକ୍ତି: ପୂରଣ ହେବ ୨୦ ହଜାରରୁ ଅଧିକ Group-D ପଦ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ସରକାରୀ ଚାକିରି ଅପେକ୍ଷାରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଭାରତୀୟ ରେଳବାଇ ପକ୍ଷରୁ ଏକ ମେଗା ନିଯୁକ୍ତି ସୁଯୋଗ ଆସୁଛି । ରେଲୱେ ପକ୍ଷରୁ ୨୦,୭୧୯ଟି ଗ୍ରୁପ ଡି’ ପଦ ପାଇଁ…

ଅକ୍ଷୟ ତୃତୀୟାରେ ଅଘଟଣ: ଟାଙ୍କି ସଫା ପାଇଁ ଜୀବନ ଗଲା, ୩୦ ବର୍ଷରେ ବଳି ପଡ଼ିଲେଣି ୧୫୦ରୁ ଅଧିକ ନିରୀହ ଶ୍ରମିକ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହି ପାରିବେ ନାହିଁ । ତେବେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଆସିଛି ଏକ ବଡ଼ ଦୁଃଖ ଖବର । ଅକାଳରେ ଚାଲି ଯାଇଛି ୨ ଜଣ ଗରିବ ଶ୍ରମିକଙ୍କ ଜୀବନ । ସ୍ୱେରେଜ ସଫା…

BJPର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଜାରି ରହିଥିବା ବେଳେ ଏହି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ହିମାଚଳ ପ୍ରଦେଶର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି…

ଭାବା ପରମାଣୁ ଗବେଷଣା କେନ୍ଦ୍ର ପକ୍ଷରୁ ନିଯୁକ୍ତି ସୁଯୋଗ: ୪୩୭୪ ପଦରେ ଦିଆଯିବ ଚାକିରି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଭାବା ପରମାଣୁ ଗବେଷଣା କେନ୍ଦ୍ର ତରଫରୁ ୪୩୭୪ଟି ପଦ ପାଇଁ…

BJDର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ କଲେ ନବୀନ: ଶୁଭ ଶଙ୍ଖର ସ୍ୱର ଶୁଣିଲେ ଓଡ଼ିଶାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି ବିଜେଡି…

ଧନ୍ୟବାଦ ମୁଖ୍ୟମନ୍ତ୍ରୀ: ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ, ଲୋକସେବା ଭବନ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡ୍ରାଇଭର ଭାଇମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ତେବେ ଏହି ବୋର୍ଡରେ କେଉଁମାନେ ସଦସ୍ୟ ରହିବେ ସେନେଇ ରାଜ୍ୟ…

ଆକ୍ସନ ମୁଡ଼ରେ ଗଣଶିକ୍ଷା ବିଭାଗ: କମ୍ ପିଲା ଥିଲେ ସ୍କୁଲରେ ତାଲା ଝୁଲିବ, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରୁଛନ୍ତି…

କଟକରୁ ଆସିଲା ବିଚିତ୍ର ଘଟଣା: ମାଟି ତଳୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍, ମୁଣ୍ଡରେ ହାତ ଦେଲେ ଶ୍ରମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ସମାଜରେ କିଛି ଅଦ୍ଭୂତ ଘଟଣା ଘଟିଥାଏ । ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଆପଣଙ୍କୁ ଯଦି କୁହାଯିବ ମାଟି ଭିତରୁ…