(Video) ପୁଣି ମାତିଲା ଅଜଣା ଜନ୍ତୁ: ନେଇ ସାରିଲାଣି ୨୬ରୁ ଅଧିକ ମେଣ୍ଢାଙ୍କ ଜୀବନ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟର ଆମ ଚାରିପାଖରେ କିଛି ଅଜଣା ଜନ୍ତୁ ଦେଖିବାକୁ ମିଳିଥାନ୍ତି । ଏହି ଜନ୍ତୁମାନେ ଜଙ୍ଗଲରୁ ବା ଅନ୍ୟ କେଉଁ ସ୍ଥାନରୁ ଜନବସତି ଅଞ୍ଚଳ ଆଡ଼କୁ ଚାଲିଆସି ବହୁ ଗୃହପାଳିତ ପଶୁ,…