ବିଶ୍ୱ ବକ୍ଷରୁ ସବୁଦିନ ପାଇଁ ବିଲୃପ୍ତ ହୋଇଯିବେ ୧୦ ଲକ୍ଷ ପ୍ରଜାତି! ସଙ୍କଟରେ ଆମର ପ୍ରକୃତି, ବିପଦରେ ମଣିଷ ଜାତି

ନୂଆଦିଲ୍ଲୀ: ଗତ ଏକ କୋଟି ବର୍ଷ ପୂର୍ବେ ଯାହା ଘଟି ନଥିଲା ତାହା ଖୁବଶୀଘ୍ର ଘଟିବାକୁ ଯାଉଛି । ସାରା ଦୁନିଆରେ ବସବାସ କରୁଥିବା ଜୀବଜନ୍ତୁଙ୍କ ୧୦ ଲକ୍ଷରୁ ଅଧିକ ପ୍ରଜାତି ବିଲୃପ୍ତ ହେବାକୁ ଯାଉଛନ୍ତି । ଅର୍ଥାତ ଆମର…

‘Kahani Ghar Ghar Kii’ର ଅଭିନେତ୍ରୀ ରଜିତା କୋଚର ଆଉ ନାହାନ୍ତି

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ପୁଣି ଏକ ଦୁଃଖ ଖବର ଆସିଛି । ଆଜି ମରାଠୀ ସିରିୟଲ ଅଭିନେତ୍ରୀ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ବେଳେ ପୁଣି ଜଣେ ଅଭିନେତ୍ରୀଙ୍କ ପରଲୋକ ଘଟିଛି । ‘କହାନୀ ଘର ଘର କୀ’ର…

ବାସି ଖାଦ୍ୟ ନେଇଯିବ ଜୀବନ! ବଢ଼ିବ ଜ୍ୱର, ଡାଇରିଆ, ଦୃଷ୍ଟିଶକ୍ତି ହ୍ରାସ, ଶ୍ୱାସକ୍ରିୟା ଯନ୍ତ୍ରଣା, ପେଟ କଷ୍ଟ, ଫୁଡ୍ ପଏଜନିଂ ସମସ୍ୟା

ସାଧାରଣ ଭାବେ ଦୈନନ୍ଦିନ ଜୀବନରେ ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବାର ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଲୋକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା…

New Year-2023 ଆରମ୍ଭରୁ ଏହି ୧୦ଟି ସ୍କିମରେ ନିବେଶ କରନ୍ତୁ: ଭବିଷ୍ୟତରେ ଆପଣ ହୋଇଯିବେ ମାଲାମାଲ୍

ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆମେ ସମସ୍ତେ ନୂଆବର୍ଷ-୨୦୨୩ରେ ପାଦଦେବା । ତେବେ ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ସମସ୍ତଙ୍କର ସ୍ୱପ୍ନ ଥାଏ । ଏଭଳି ସ୍ଥିତିରେ ଆପଣମାନେ କିଛି ଭଲ ସ୍କିମରେ ନିବେଶ କରି…

ଏକକାଳୀନ ଦୁଇଟି ଡିଗ୍ରୀରେ ଆଡମିସନ ନେଇପାରିବେ ଛାତ୍ରଛାତ୍ରୀ: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଡିଗ୍ରୀରେ ନାମ ଲେଖାଇ ପାରିବେ । ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଏହା ଲାଗୁ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ…

Mahanadi Coalfields Limited ପକ୍ଷରୁ ବାହାରିଲା ୨୯୫ଟି ପଦବୀ: ସମ୍ପୂର୍ଣ୍ଣ ସୂଚନା ପାଇଁ ଲିଙ୍କ ଫଲୋ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମହାନଦୀ କୋଲଫିଲ୍ଡସ ଲିମିଟେଡ ପକ୍ଷରୁ ୨୯୫ଟି ପଦବୀ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମାଇନିଂ ସିର୍ଦାର, ଜୁନିୟର ଓଭରମ୍ୟାନ ଓ ସର୍ଭେୟର…

ଭୟଙ୍କର ଚିମିନୀ ବିସ୍ଫୋରଣ: ୬ ଜଣ ମୃତ, ୧୨ ଆହତ, ୨୦ ଜଣ ନିଖୋଜ

ନୂଆଦିଲ୍ଲୀ: ଏକ ଭୟଙ୍କର ଚିମିନୀ ବିସ୍ଫୋରଣରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୨ ଜଣ ଆହତ ହେବା ସହ ପାଖାପାଖି ୨୦ ଜଣ ନିଖୋଜ ହୋଇଯାଇଛନ୍ତି । ବିସ୍ଫୋରଣ ହେବା ସମୟରେ ଉକ୍ତ ଚିମିନୀ ପାଖରେ ପାଖାପାଖି ୫୦ ଜଣ…

IPL Auction 2023: କିଏ ହେଲା ସବୁଠାରୁ ମହଙ୍ଗା ଖେଳାଳି, କିଏ କେତେ ଟଙ୍କାରେ ବିକ୍ରି ହେଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଅକ୍ସନରେ ଖାଲି ଟଙ୍କାର ବର୍ଷା ହୋଇଛି । ୧୦ଟି ଟିମ୍ ଆଜି ପାଖାପାଖି ୪୦୦ରୁ ଅଧିକ ଖେଳାଳିଙ୍କ ପାଇଁ ନିଲାମ ଡାକିଥିଲେ । ଆଜି କୋଚି ଠାରେ ଅନୁଷ୍ଠିତ ହୋଇଥିବା…

ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚର ଓ ସ୍ୱାମୀ ଦୀପକ ଗିରଫ, ସିବିଆଇର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:ଭିଡିଓକନ ଋଣ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଜି ସନ୍ଧ୍ୟାରେ ସିବିଆଇ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚର ଓ ତାଙ୍କ…

OROP ସଂଶୋଧନକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ଉପକୃତ ହେବେ ୨୫ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ୱାନ ରାଙ୍କ ୱାନ ପେନସନ (ଓଆରଓପି) ସଂଶୋଧନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର…