NPS ନିବେଶକଙ୍କ ପାଇଁ ବଡ଼ ସୂଚନା, ଫଣ୍ଡ ଆବଣ୍ଟନ ନିୟମ ପରିବର୍ତ୍ତନ କଲା PFRDA

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏନପିଏସ ନିବେଶକଙ୍କୁ ଉଚ୍ଚ ରିଟର୍ଣ୍ଣ ମିଳିବାର ସମ୍ଭାବନା ବଢ଼ିଯାଇଛି । ପେନସନ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ…

ଝାରପଡ଼ା ଜେଲରେ ଖୋଲିବ Radio Jockey: କଏଦୀଙ୍କୁ ମିଳିବ ପ୍ରତିଭା ପ୍ରଦର୍ଶନର ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଥିବା କଏଦୀଙ୍କ ମନୋରଞ୍ଜନ କରାଯିବା ସହ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଯିବ । ଜେଲରେ ଖୋଲିବ ରେଡିଓ ଜକି । ହାଇଦ୍ରାବାଦ,…

ହୋଟେଲରେ ପଶି ବୋମା ବର୍ଷଣ ଓ ବିସ୍ଫୋରଣ କଲେ ଆତଙ୍କବାଦୀ: ୯ ମୃତ, ୪୭ ଆହତ

ନୂଆଦିଲ୍ଲୀ: ସୋମାଲିଆରେ ଏକ ହୋଟେଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଲ ଶବାବ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।…

ASRB ପକ୍ଷରୁ ବାହାରିଲା ୩୪୯ଟି ପଦବୀ, ଅକ୍ଟୋବର ୩୧ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ…

Narak Chaturdashi: କେଉଁଠାରେ ଓ କେମିତି ହୋଇଥାଏ ନର୍କ ଲୋକ, ସେଠାରେ ପାପୀଙ୍କୁ କେମିତି ମିଳେ ଦଣ୍ଡ

ନୂଆଦିଲ୍ଲୀ: ଆଜି ହେଉଛି ନର୍କ ଚତୁର୍ଦ୍ଦଶୀ । ଏହାକୁ ମଧ୍ୟ ଯମ ଚତୁର୍ଦ୍ଦଶୀ ବା ଛୋଟ ଦିପାବଳୀ କୁହାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ନର୍କ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ । ଏହି ଦିନ…

ଲଜ୍ଜା! ଭିଜିଲାନ୍ସ ଜାଲରେ ରାଜ୍ୟର ୪ ଜଣ IIC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ରାଜ୍ୟର ଜଣଙ୍କ ପରେ ଜଣେ ଆଇଆଇସି । ଗତ ଦୁଇ ମାସ ମଧ୍ୟରେ ରାଜ୍ୟର ୪ ଜଣ ଥାନାଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ…

ରାଜଧାନୀରେ ଅଗ୍ନିକାଣ୍ଡ: ଜାଗମରାର ଫିଟନେସ ସେଣ୍ଟରରେ ଲାଗିଲା ନିଆଁ, ଫସି ରହିଛନ୍ତି ଅନେକ ଷ୍ଟାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଗ୍ନିକାଣ୍ଡ ଘଟିଛି । ଜାଗମରାସ୍ଥିତ ଏକ ଫିଟନେସ ସେଣ୍ଟରରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ଉକ୍ତ ଫିଟନେସ ସେଣ୍ଟରରେ କିଛି ଷ୍ଟାଫ ଫସି ରହିଥିବା…

Super Computer ଠାରୁ କମ୍ ନୁହେଁ ମଣିଷର ବ୍ରେନ, ପ୍ରକୃତରେ ଆମର ବ୍ରେନ କିପରି କାର୍ଯ୍ୟ କରିଥାଏ

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ବର୍ଷ ବର୍ଷ ଧରି ଅନେକ ଗବେଷଣା ଜାରି ରହିଛି । ଏନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଏକ ବଡ଼ ଓ ଉଚ୍ଚମାନର କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ…

ASI ପାହ୍ୟାକୁ ପଦୋନ୍ନତି ପାଇଲେ ରାଜ୍ୟର ୯୪୪ ପୋଲିସ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯୪୪ ଜଣ ପୋଲିସ କନଷ୍ଟେବଳଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଗତ ୨୦୨୦ରେ ପୋଲିସ କନଷ୍ଟେବଳରୁ ଏଏସଆଇ ପଦବୀକୁ ପଦୋନ୍ନତି ପରୀକ୍ଷା ହୋଇଥିଲା । ଏହି ସମସ୍ତ…

Left Handers ସବୁବେଳେ ସମସ୍ତଙ୍କ ଠାରୁ ଆଗରେ: ଅଧିକ ବୁଦ୍ଧିମାନ୍ ଓ ପରିପକ୍ୱ, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜର ଡାହାଣ ହାତରେ ଖାଇବା, ପିଇବା, ଲେଖିବା ଆଦି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି । ତେବେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ପ୍ରତ୍ୟେକ କାର୍ଯ୍ୟ ବାମ ହାତ ଦ୍ୱାରା ସମ୍ପନ୍ନ…