କୃଷକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ମତ୍ସ୍ୟଚାଷୀ ଓ ଦୁଗ୍ଧ ଚାଷୀଙ୍କୁ ମିଳିବ ବେନିଫିଟ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଁ ଲଗାତର ପ୍ରଚେଷ୍ଟା କରି ଆସୁଛନ୍ତି । ଏନେଇ ସରକାରଙ୍କ ତରଫରୁ ଅନେକ ଯୋଜନା ଜାରି ରହିଥିବା ବେଳେ ଏହାର ଜବରଦସ୍ତ ଫାଇଦା କୃଷକଙ୍କୁ ମିଳୁଛି । ପିଏମ କିଷାନ…