ନିର୍ବାଚନରେ ଖର୍ଚ୍ଚ ପାଇଁ ଅର୍ଥ କେଉଁଠୁ ଆଣିବ, ସମ୍ପୂର୍ଣ୍ଣ ବିବରଣୀ ଦିଅ: ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ଚିଠି
ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳଙ୍କୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ଚିଠି ଲେଖା ଯାଇଛି । ରାଜନୈତିକ ଦଳମାନେ ଘୋଷଣାପତ୍ରକୁ ଅଧିକ ତାର୍କିକ ଓ ବ୍ୟବହାରିକ ବନାଇବା ଦରକାର । ନିର୍ବାଚନରେ ସମସ୍ତ…