GAIL ତରଫରୁ ବାହାରିଲା ୨୮୨ଟି ଚାକିରି, ସେପ୍ଟେମ୍ବର ୧୫ ପୂର୍ବରୁ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ) ତରଫରୁ ୨୮୨ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ଅନଲାଇନ ଆବେଦନର ଅନ୍ତିମ ତାରିଖ…

ଆଜି ଲଞ୍ଚ ହେବ ଦେଶର ପ୍ରଥମ Cervical Cancer ଭ୍ୟାକ୍ସିନ: ଝିଅମାନଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ କ୍ୟାନସର ଛୁଇଁବନି

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତବର୍ଷ ପାଇଁ ଏକ ଖାସ୍ ଦିନ । ସର୍ଭିକାଲ କ୍ୟାନ୍ସର ବିରୋଧରେ ଦେଶର ପ୍ରଥମ ଟିକା ଆଜି ଲଞ୍ଚ ହେବ । ସୀରମ ଇନଷ୍ଟଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ ଜୈବ ପ୍ରାଧ୍ୟୋଗିକୀ ବିଭାଗ (ଡିବିଟି)…

ରାଜ୍ୟରେ ଗଠନ ହେବ Osteopathy Council, ରିପୋର୍ଟ ପ୍ରଦାନ କଲା ବିଶେଷଜ୍ଞ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗଠନ ହେବ ଓଷ୍ଟିଓପ୍ୟାଥି ପରିଷଦ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟି ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିସାରିଛି । ତେଣୁ ଓଷ୍ଟିଓପ୍ୟାଥି…

ନିର୍ବାଚନ ସମୟରେ ଭିନ୍ନକ୍ଷମଙ୍କୁ ମିଳିବ ସୁବିଧା, ପ୍ରତିଶ୍ରୁତି ଦେଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରତ୍ୟେକ ନିର୍ବାଚନ ସମୟରେ ଭୋଟ କେନ୍ଦ୍ରକୁ ଯିବା ସମୟରେ ଭିନ୍ନକ୍ଷମଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ । ଭିନ୍ନକ୍ଷମମାନେ ଭୋଟ କେନ୍ଦ୍ର ଯିବା ପାଇଁ ରାମ୍ପର ବ୍ୟବସ୍ଥା…

ଆଜିଠାରୁ ବଦଳିଲା ଏହି ୭ଟି ନିୟମ: ବ୍ୟାଙ୍କିଙ୍ଗ ସେବା, ଗ୍ୟାସ ସିଲିଣ୍ଡର, ବୀମା ପଲିସୀ ଆଦିରେ ଦେଖିବାକୁ ମିଳିବ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତ୍ୟେକ ମାସ ପହିଲାରୁ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଆଜି ସେପ୍ଟେମ୍ବର ମାସ ୧ ତାରିଖ ହୋଇଥିବା ବେଳେ ଆଜିଠାରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମରେ ପରିବର୍ତ୍ତନ ହେବା…

ଖୁବଶୀଘ୍ର ପ୍ରକାଶ ପାଇବ ବର୍ଷାଙ୍କ ନୂଆ ବହି ‘ଅନ୍ତଃସ୍ୱର-ଅନେକ ଅକୁହା କଥା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଥିବା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ଏକ ନୂଆ ଖବର । ନିଜର ମନର କଥାକୁ ବହି ମାଧ୍ୟମରେ ଲୋକଲୋଚନକୁ…

ହଂକଂକୁ ହରାଇ ସୁପର-୪ରେ ଟିମ୍ ଇଣ୍ଡିଆ: ପୁଣି ହୋଇପାରେ ପାକ୍ ଟକ୍କର

ନୂଆଦିଲ୍ଲୀ: ହଂକଂକୁ ହରାଇ ଟିମ୍ ଇଣ୍ଡିଆ ଏସିଆ କପର ସୁପର-୪ରେ ପହଞ୍ଚିଛି । ଏହା ପୂର୍ବରୁ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଧମାକାରେ ଟିମ୍ ଇଣ୍ଡିଆ…

OCS ଓ OJS ପରୀକ୍ଷା ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇବ: ପ୍ରାଧ୍ୟାପକ ସଙ୍କଟ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ଓ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରାଶାଜନକ ଖବର । ଓସିଏସ ଓ…

ଏକାଠି ହେଲେ KCR-ନୀତିଶ: ମୋଦୀଙ୍କ ପାଇଁ ତିଆରି ହେବ ବ୍ରହ୍ମାସ୍ତ୍ର, ଆରମ୍ଭ ହେବ BJP ମୁକ୍ତ ଭାରତ ପାଇଁ କଡ଼ା ସଂଗ୍ରାମ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଫାଇଟ ପାଇଁ ଶାସକ ବିଜେପି ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିପକ୍ଷ ଦଳମାନେ ମଧ୍ୟ ଏକାଠି ହେବାକୁ ଲାଗିଲେଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ କଟ୍ଟର…

ସମସ୍ତ ରାଜ୍ୟକୁ ରିହାତି ଦରରେ ଡାଲି ଯୋଗାଇବେ କେନ୍ଦ୍ର ସରକାର, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିହାତି ଦରରେ ଚଣା ଡାଲି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ…