fbpx

‘ମୁସେୱାଲା ପରି ତୋର ଅବସ୍ଥା ହେବ’: ସଲମାନଙ୍କୁ ଜୀବନରୁ ମାରିବା ନେଇ ଆସିଲା ଏକ ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଆସିଛି ଏକ ଧମକପୂର୍ଣ୍ଣ ଚିଠି । ଆଜି ସକାଳେ ସଲମାନଙ୍କ ପିତା ଜଗିଂକୁ ଯିବା ସମୟରେ ଘରର…

ତତଲା କଡ଼େଇ଼ରେ କଲବଲ ଓଡ଼ିଶା: ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅସହ୍ୟ ତାତି ଜନସାଧାରଣଙ୍କୁ କଲବଲ କରୁଛି । ଏପରି ସ୍ଥିତିରେ ଲୋକମାନେ ଜରୁରୀ କାମରେ ଘରୁ ଗୋଡ଼ କାଢ଼ି ପାରୁନାହାନ୍ତି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ବର୍ଷା ଅନୁଭୂତ ହୋଇଥିବା…

କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’, ଜାଣନ୍ତୁ କେବେଠାରୁ ଏହି ସେବା ଆରମ୍ଭ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର କଟକ ସହରକୁ ଗଡ଼ିବ ୩୦ଟି ‘ମୋ ବସ୍’ । ତେବେ ୪ଟି ନୂଆ ରୁଟରେ ଏହି ବସ ଯାତାୟତ କରିବ । ଗତ ୧ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରର ‘ମୋ ବସ୍’…

Google Pay ପକ୍ଷରୁ ଭାରତୀୟ ୟୁଜର୍ସଙ୍କୁ ମିଳିଲା ଶାନଦାର ଉପହାର, ଜାଣନ୍ତୁ ଆପରେ କ’ଣ ଆସିଛି ନୂଆ ଅପଡେଟ୍

ନୂଆଦିଲ୍ଲୀ: ଗୁଗଲ ପେ ବା ଜି’ପେ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ତେବେ ଏହି ଅପଡେଟ ଭାରତୀୟ ୟୁଜର୍ସଙ୍କ ପାଇଁ ଗିଫ୍ଟ ସଦୃଶ ହୋଇଛି । ୟୁପିଆଇ ବେସଡ୍ ଜି’ପେ ଏଣିକି ହିଙ୍ଗଲିସକୁ ସପୋର୍ଟ କରିବ । ଏନେଇ କମ୍ପାନୀ ଏକ…

ବଲିଉଡ୍ କିଙ୍ଗ ଖାନ୍ କରୋନା ପଜିଟିଭ୍, ଆଶୁ ଆରୋଗ୍ୟ କାମନା କଲେ ମମତା

ନୂଆଦିଲ୍ଲୀ: ବଲିଉଡରୁ ଏକ ନିରାଶାଜନକ ଖବର ଆସିଛି । କିଙ୍ଗ ଖାନଙ୍କ ସମସ୍ତ ଫ୍ୟାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଃଖ ଖବର । ଶାହରୁଖ ଖାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତମାସରେ ଖିଲାଡ଼ି ଷ୍ଟାର ଅକ୍ଷୟ…

ନବୀନ ନିବାସରେ ପହଞ୍ଚିଲେ ସମସ୍ତ ନୂଆ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୨ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ୯ ଜଣ ପୁରୁଣା ବିଧାୟକଙ୍କୁ…

ବିହାରର ଗୋଟେ ଘରୁ ମିଳିଲା ୫ଟି ଶବ: ଋଣ ଭାରରେ ଶେଷ ହୋଇଗଲା ପରିବାର

ବିହାରର ସମସ୍ତିପୁର ଜିଲ୍ଲାର ଏକ ପରିବାରରୁ ୫ଜଣଙ୍କର ଶବ ଉଦ୍ଧାର କରାଯାଇଛି । ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମଉ ଧନେଶ୍ୱର ଗ୍ରାମରେ ଘଟି ଯାଇଛିି ଏଭଳି ଅଘଟଣ । କୁହାଯାଉଛି ଯେ ଅର୍ଥ ଅଭାବରୁ ପରିବାରର ସମସ୍ତ ସଦସ୍ୟ…

ନୂପୁର ଶର୍ମା ଓ ନବୀନ ଜିନ୍ଦଲ BJPରୁ ସସପେଣ୍ଡ: ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ଦୁଇଜଣ ନେତାଙ୍କୁ ସସପେଣ୍ଡ କରିଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ମୁଖପାତ୍ର ନୂପୁର ଶର୍ମା ଓ ନେତା ନବୀନ ଜିନ୍ଦଲଙ୍କୁ ବିଜେପିର ପ୍ରାଥମିକ…

କମ୍ ଟଙ୍କାରେ ଥାଇଲାଣ୍ଡ ବୁଲିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ: IRCTC ଲଞ୍ଚ କଲା ସ୍ପେଶାଲ ଇଣ୍ଟରନ୍ୟାସନାଲ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣ ପ୍ରିୟ ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଏଥିପାଇଁ ଲଞ୍ଚ କରିଛି ଏକ ସ୍ପେଶାଲ୍ ପ୍ୟାକେଜ୍ ।…

ନବୀନଙ୍କ ନୂଆ କ୍ୟାବିନେଟ: କିଏ ହେବେ କେଉଁ ବିଭାଗ ମନ୍ତ୍ରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ନବୀନଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ତେବେ ନବୀନଙ୍କ ନୂଆ ଟିମରେ କ୍ୟବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଏକାଧିକ ବିଧାୟକ ସ୍ଥାନ ପାଇବେ ।…