ପ୍ରଥମ ଥର ପାଇଁ କାର ରେସିଂର ମଜା ନେଉଥିଲେ ବାପ-ପୁଅ: ଦଇବ ସହିଲାନି, ଚାଲିଗଲା ଦୁହିଁଙ୍କର ଜୀବନ, ଦେଖନ୍ତୁ Video
ନୂଆଦିଲ୍ଲୀ: ବାପ-ପୁଅଙ୍କ ସମ୍ପର୍କର ସେତୁ କେତେ ଯେ ଗମ୍ଭୀର ତାହା ଗୋଟିଏ ବାପ ଓ ଗୋଟିଏ ପୁଅ ହିଁ ଭଲ ଭାବରେ ଅଙ୍ଗେ ନିଭେଇ ପାରିବେ । ତେବେ ଯଦି ବାପ ଓ ପୁଅ ଏକସଙ୍ଗେ ମୃତ୍ୟୁବରଣ କରନ୍ତି, ତେବେ ଏହାଠାରୁ ବଳି ଦୁଃଖ…